Month: October 2024

୮୦୦ ଟଙ୍କା ବୋନସ ଦେଇ ଲୋକଙ୍କଠୁ ଧାନ କିଣିବେ ରାଜ୍ୟ ସରକାର: ଉପମୁଖ୍ୟମନ୍ତ୍ରୀ

ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ଧାନ କିଣା ପ୍ରକ୍ରିୟାକୁ ନେଇ ଆଜି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ କହିଛନ୍ତି ୩୧୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟରେ ସୋହେଲାରୁ ଧାନ କିଣା ଆରମ୍ଭ କରିବେ ରାଜ୍ୟ ସରକାର । ଯେଉଁ ସୋହେଲାରେ ବିଜେଡି ୧୦୦…

ଯାଜପୁରରେ ହେବନାହିଁ ଉପନିର୍ବାଚନ; ସ୍ପଷ୍ଟ କଲେ ବିଧାୟିକା ସୁଜାତା ସାହୁ

ଗତକାଲି ଯାଜପୁରର ସଭ୍ୟ ସଂଗ୍ରହ ସଭାରେ ପ୍ରଣବ ପ୍ରକାଶ ଦାସ କହିଥିବା ନିର୍ବାଚନ ଲଢିବା ବୟାନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହାର ସ୍ପଷ୍ଟିକରଣ ରଖିଛନ୍ତି ଯାଜପୁର ବିଧାୟିକା ସୁଜାତା ସାହୁ । ସେ କହିଛନ୍ତି ମୋର…

ବାଘ ଗଣନାର ପ୍ରଥମ ରିପୋର୍ଟ: ଓଡ଼ିଶାରେ ଅଛନ୍ତି ୬୯୬ କଲରାପତରିଆ

ଆଜି ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇଛି । ପ୍ରକାଶିତ ପ୍ରଥମ ଚିତାବାଘ ଜନଗଣନା ରିପୋର୍ଟରୁ ଜଣାପଡିଛି ଯେ ଓଡିଶାରେ ୬୯୬ ଟି କଲରାପତରିଆ ବାଘ ରହିଛି। ଏହି ବାଘ ଗଣନା ଓଡିଶା ବନ ବିଭାଗ ଦ୍ୱାରା…

ପୋଲିସ ସେବାରୁ ବରଖାସ୍ତ ହେଲେ ସ୍ବର୍ଗତ ନବ ଦାସଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ମିତ୍ରଭାନୁ

ପୁର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସଓ) ମିତ୍ରଭାନୁ ଦେଓଙ୍କୁ ପୋଲିସ ସେବାରୁ ବରଖାସ୍ତ କରିଛନ୍ତି ଝାରସୁଗୁଡ଼ା ଏସପି । ପୂର୍ବରୁ ନବ ଦାସଙ୍କ ହତ୍ୟା ପରେ ତାଙ୍କ ପିଏସଓଙ୍କୁ ସସପେଣ୍ଡ କରିଥିଲେ ଝାରସୁଗୁଡ଼ା ଏସପି। ନିଜ…

ବିଜେପି ରାଜ୍ୟ ସଭାପତିଙ୍କୁ ବଦ୍ରି ପାତ୍ରଙ୍କ ଖୋଲା ଚ୍ୟାଲେଞ୍ଜ

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିଧାୟକ ବଦ୍ରିନାରାୟଣ ପାତ୍ର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଶ୍ରୀ ସାମଲଙ୍କୁ କଡ଼ା ସମାଲୋଚନା କରିବା ସହ କଯଦି ତାକତ ଅଛି ତେବେ ବିଜେଡି ଖାଲି କରିକି ଦେଖାଅ ବୋଲି କହିଛନ୍ତି। ଖାଲିରେ ବୟାନବାଜି କରି…

ମହମ୍ମଦ ଆଝାରୁଦ୍ଦିନଙ୍କୁ ଇଡିର ସମନ

ହାଇଦ୍ରାବାଦ କ୍ରିକେଟ ଆସୋସିଏସନ୍ (ଏଚସିଏ) ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନଙ୍କୁ ସମନ କରିଛି। ପୂର୍ବରୁ ଏଚସିଏର ସଭାପତି ଭାବେ ଦାୟିତ୍ୱ ତୁଲାଉଥିବା ଆଝାରୁଦ୍ଦିନଙ୍କ ଉପରେ…

ଦିଲ୍ଲୀରେ ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ପାଇଁ ଦିଲ୍ଲୀରେ ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା। ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ୱାନ୍ ଟୁ ୱାନ୍ ଆଲୋଚନା କରୁଛନ୍ତି।ବୈଠକରେ ଶିଳ୍ପ ମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ…

ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ଜାତୀୟ ଶିକ୍ଷାନୀତି

ରାଜ୍ୟରେ ଖୁବଶୀଘ୍ର ଜାତୀୟ ଶିକ୍ଷାନୀତି ଲାଗୁ ହେବ। ଜାତୀୟ ଶିକ୍ଷାନୀତି ଲାଗୁ ହେବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି। ନୂଆ ପାଠ୍ୟକ୍ରମରେ ୪ ବର୍ଷିଆ ୟୁଜି ଡିଗ୍ରୀ (ସମ୍ମାନ) ରହିବ। ୪ ବର୍ଷିଆ ୟୁଜି ଡିଗ୍ରୀ (ଗବେଷଣା…

ଦିଲ୍ଲୀରେ ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା

ଦିଲ୍ଲୀରେ ଏକ ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତ ଡାକ୍ତର ହେଲେ ଜାଭେଦ। କାଳିନ୍ଦୀକୁଞ୍ଜ ଥାନା ଅଞ୍ଚଳରେ ଡାକ୍ତରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି। ଦୁଇ ଜଣ ଡ୍ରେସିଂ କରିବାକୁ ଆସିଥିବା ବେଳେ ଆହତ ଅବସ୍ଥାରେ କ୍ୟାବିନରେ ପଶି…

ଜୋତାରେ ଲୁଚିଥିବା ମାରାତ୍ମକ କୋବ୍ରା କାମୁଡିଲା; ଜୋତା ପିନ୍ଧିବାର ସଠିକ ଉପାୟ କହିଲେ ବିଶେଷଜ୍ଞ

ନିକଟରେ ଭୁବନେଶ୍ୱରସ୍ଥିତ ଚକେଇସିହାଣୀରେ ରହୁଥିବା ସୁନୀଲ ପଣ୍ଡା ଜୋତା ପିନ୍ଧିବାକୁ ଚେଷ୍ଟା କରୁଥିବା ବେଳେ ଏକ ମାରାତ୍ମକ କୋବ୍ରା କାମୁଡ଼ି ଦେଇଥିଲା। ସାପଟି ଗୋଟିଏ ଜୋତା ଭିତରେ ଲୁଚି ରହିଥିଲା ଏବଂ ଜୋତା ଉଠାଇବା କ୍ଷଣି ଏହା ସୁନୀଲଙ୍କ ଡାହାଣ ହାତକୁ…