Month: October 2024

ଖଣ୍ଡଗିରି ଥାନାରେ ମହିଳାଙ୍କ ଉତ୍ପାତ ଘଟଣା: ରୁଜୁ ହେଲା ମାମଲା; ଦେଖନ୍ତୁ ପୁରା ଭିଡିଓ…

ଗତକାଲି ରାତିରେ ମଦ୍ୟପାନ କରି ମହିଳା ଖଣ୍ଡଗିରି ଥାନାରେ ଉତ୍ପାତ କରିବା ଘଟଣାରେ ଆଜି ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସମସ୍ତ ତଥ୍ୟ ପ୍ରମାଣ ସହ ମାମଲା ରୁଜୁ କରିଛି ପୋଲିସ । ଡ୍ୟୁଟିରେ ଥିବା ପୋଲିସଙ୍କୁ ଦୁର୍ବ୍ୟବହାର ନେଇ…

ବିଜେଡି ଛାଡିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା

ବିଜୁ ଜନତା ଦଳକୁ ପୁଣି ଲାଗିଲା ଶକ୍ତ ଝଟକା । ଦଳ ଛାଡୁଛନ୍ତି ଜଣଙ୍କ ପରେ ଜଣେ ନେତା । ଆଜି ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ନିଜର…

ବିଲଡର ତଥା ଚଳଚ୍ଚିତ୍ର ପ୍ରଯୋଜକ ନିରଞ୍ଜନ ରଣାଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଜମି ଦେବାକୁ କହି ଲୋକଙ୍କୁ କୋଟି କୋଟି ଟଙ୍କା ଠକେଇ କରିଥିବା ମାମଲାରେ ‘ମା’ ତାରିଣୀ ଇଷ୍ଟକନ୍ ପ୍ରାଇଭେଟ୍ ଲିମିଟେଡ୍ ବିଲଡର ତଥା ଚଳଚ୍ଚିତ୍ର ପ୍ରଯୋଜକ ନିରଞ୍ଜନ ରଣା ଗିରଫ । ମିଛ ଜମି ଦେଖାଇ ଲୋକଙ୍କୁ ଠକିବା ଅଭିଯୋଗରେ ଗିରଫ…

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ଆଜିଠୁ ଖୋଲିଲା ଶିମିଳିପାଳ ବନ୍ୟଜନ୍ତୁ ଅଭୟାରଣ୍ୟ। ଏଥର ପ୍ରଥମ ଥର ପାଇଁ ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ। ଦୁର୍ଗାପୂଜାରେ ଶିମିଳିପାଳ ଭ୍ରମଣ ସହିତ ରାତ୍ରିଯାପନର ସୁବିଧା ପାଇପାରିବେ ପର୍ଯ୍ୟଟକ। ବର୍ଷାଋତୁ ପାଇଁ ଗତ ଜୁନ ୩୦ ତାରିଖରୁ ବନ୍ଦ ଥିଲା…

ଭିଜିଲାନ୍ସ ଜାଲରେ ଏସ୍‌ସିବି ମେଡିକାଲ ଡାଟାଏଣ୍ଟ୍ରି ଅପରେଟର

ଭିଜିଲାନ୍ସ ଜାଲରେ ଫସିଲେ ଏସ୍‌ସିବି ମେଡିକାଲ ହେପାଟୋଲୋଜି ବିଭାଗର ଡାଟାଏଣ୍ଟ୍ରି ଅପରେଟର । ଲାଞ୍ଚ ନେଉଥିବା ବେଳେ ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁଙ୍କୁ ଧରିଲା ଭିଜିଲାନ୍ସ । ମାଗଣା ମେଡିସିନ ପାଇଁ ଏସ୍‌ସିବି ମେଡିକାଲରେ ଚିକିତ୍ସା ରୋଗୀଙ୍କ ପୁଅଙ୍କ ଠାରୁ…

ନିର୍ଭୟ ପରିବାର ତରଫରୁ ପ୍ରତି ବର୍ଷ ପ୍ରଦାନ କରାଯିବ ‘ମନୀଷ ସ୍ମାରକୀ ଯୁବ ପୁରସ୍କାର’

ଆଜି ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ତୃତୀୟ ପୁଣ୍ୟ ତିଥି ଅବସରରେ ନିର୍ଭୟ ପରିବାର ତରଫରୁ ବିଶେଷ ଘୋଷଣା କରାଯାଇଛି । ନିର୍ଭୟ ପରିବାର ତରଫରୁ ପ୍ରତି ବର୍ଷ ଅକ୍ଷୟ ତୃତୀୟା ଦିନ ପ୍ରଦାନ କରାଯିବ ‘ମନିଷ…

ଡେପୁଟି ରେଞ୍ଜରଙ୍କୁ ଘାରିଛି ଦୁଧୂଆଳି ରେଞ୍ଜ୍ ନିଶା; ରିଲିଭ୍ ପରେ ବି ଗାଦି ଛାଡ଼ିବାକୁ ନାରାଜ

ଜଣେ ବିବାଦୀୟ ଡେପୁଟି ରେଞ୍ଜର ବାବୁଙ୍କ ଦୁଧୂଆଳି ରେଞ୍ଜ୍ ନିଶାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। କଟକ ବନଖଣ୍ଡ ଅଧୁନସ୍ଥ ଡାଳିଯୋଡ଼ା ରେଞ୍ଜରୁ ବାବୁ ହିମାଂଶୁ ପୃଷ୍ଟିଙ୍କୁ ଦୁଇଦୁଇ ଥର ଅନ୍ୟତ୍ର ବଦଳି କରାଯାଇଥିଲେ ମଧ୍ୟ ବାବୁ…

ବିଜେଡି ସରକାରର ୨୪ ବର୍ଷ ଶାସନ ଭିତରେ ଭୂମିହୀନ ବିଧବାଙ୍କୁ ମିଳିନି ଆବାସ ଯୋଜନା

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖ ଠାରୁ ମାତ୍ର କିଛି ଦୂର ଗୌଡ ସାହି । ସେହି ସାହିର ୬ ନମ୍ବର ୱାର୍ଡ଼ରେ ଝାଟିମାଟି ଘରେ ରହୁଛନ୍ତି ଜଣେ ବିଧବା ମହିଳା ରଞ୍ଜିତା ବେହେରା ।…

ପାଖାପାଖି ୨ କୋଟି ୩୦ ଲକ୍ଷ ଲୋକଙ୍କ ସାରିଲାଣି ରାସନ କାର୍ଡ ଇ-କେଓ୍ୱାଇସି: ଯୋଗାଣ ମନ୍ତ୍ରୀ

ଗରିବଙ୍କୁ ମାଗଣା ଚାଉଳ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସରଳ ଓ ସ୍ୱଚ୍ଛ କରିବା ପାଇଁ ସରକାର ଇ- କେଓ୍ୱାଇସି ବ୍ୟବସ୍ଥା ଆପଣାଇଛନ୍ତି। ରାସନ କାର୍ଡ ଇ-କେଓ୍ୱାଇସି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା ଦେଇ କହିଛନ୍ତି ପାଖାପାଖି ୨ କୋଟି…

ପୁରୀ-ନୂଆଦିଲ୍ଲୀ ପୁରୁଷୋତମ ଏକ୍ସପ୍ରେସରେ ବୋମା ଆତଙ୍କ

ପୁରୀରୁ ନୂଆଦିଲ୍ଲୀ ଯାଉଥିବା ପୁରୁଷୋତମ ଏକ୍ସପ୍ରେସରେ ବୋମା ଆତଙ୍କ । ଟ୍ରେନରେ ବୋମା ଥିବା ଖବର ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଫଳରେ ଉତ୍ତରପ୍ରଦେଶର ତୁଣ୍ଡଲା ରେଳ ଷ୍ଟେସନରେ ତିନି ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା…