ତାଜା ଖବର ରାଜନୀତି ରାଜ୍ୟ କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଗଠନ ହେଲା ଟାସ୍କଫୋର୍ସ October 15, 2024 Papirani ଖଣିଜ ସମ୍ପଦରେ ଭରା କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ । କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଟାସ୍କଫୋର୍ସ ଗଠନ ହୋଇଛି । ଟାସ୍କଫୋର୍ସର ଅଧ୍ୟକ୍ଷ ରହିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ଶିଳ୍ପ…
ତାଜା ଖବର ରାଜନୀତି ରାଜ୍ୟ ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ October 15, 2024 Papirani ମୁମ୍ବାଇରେ ହେବ ନିବେଶକ ସମ୍ମିଳନୀ ଓ ରୋଡ୍ ସୋ । ରାଜ୍ୟରେ ଶିଳ୍ପାୟନ ଲାଗି ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୧୮ ଓ ୧୯ରେ ମୁମ୍ବାଇରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ୍ ହେବା ପାଇଁ ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ। ଏନେଇ ଶିଳ୍ପମନ୍ତ୍ରୀ…
ତାଜା ଖବର ରାଜ୍ୟ ମହିଳାଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେବା ପଡିଲା ମହଙ୍ଗା; ଗିରଫ ହେଲେ ୟୁଟ୍ୟୁବର ଉମାଶଙ୍କର ପାଣିଗ୍ରାହୀ October 15, 2024 Papirani ଳସୋସିଆଲ ମିଡିଆରେ ମହିଳାଙ୍କୁ ଅଶାଳୀନ ମନ୍ତବ୍ୟ ସହ ଦୂବ୍ୟବହାର କରିବା ୟୁଟ୍ୟୁବରଙ୍କୁ ପଡ଼ିଲା ମହଙ୍ଗା । ପୁଣି ଗିରଫ ହେଲେ ୟୁଟ୍ୟୁବର ଶଙ୍କର ଓମ୍ ସରଣ ଓରଫ ଉମାଶଙ୍କର ପାଣିଗ୍ରାହୀ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବାଲେଶ୍ବର ଜିଲ୍ଲା ସିମୂଳିଆ ଥାନା…
ତାଜା ଖବର ଦେଶ ରାଜନୀତି ଭାରତ କାନାଡ଼ା ସମ୍ପର୍କରେ ତିକ୍ତତା: ଆତଙ୍କବାଦୀଙ୍କ ସମର୍ଥନରେ ଟ୍ରୁଡୋ October 15, 2024 Papirani ତୀବ୍ର ହେଲା ଭାରତ-କାନାଡା କୂଟନୈତିକ ବିବାଦ। ଖାଲିସ୍ତାନ ସମର୍ଥକ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ଘଟଣାରେ ଭାରତୀୟ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞଙ୍କ ସମ୍ପୃକ୍ତି ଥିବା କାନାଡା ସରକାର ଅଭିଯୋଗ ଆଣିଛନ୍ତି। ଭାରତ ସରକାର ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି…
ତାଜା ଖବର ରାଜନୀତି ରାଜ୍ୟ ନବୀନଙ୍କ ମଣ୍ଡପ ବୁଲିବା ରାଜନୀତି ପଛରେ ଭକ୍ତି ନୁହେଁ ଭୟ October 15, 2024 Papirani ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଗତ କିଛିବର୍ଷ ହେଲା ଦୁର୍ଗାପୂଜା ସମୟରେ ମଣ୍ଡପ ବୁଲିବା ଭୁଲି ଯାଇଥିଲେ। ଦୁର୍ଗାପୂଜା ଛୁଟିରେ ପ୍ରାୟତଃ ସେ ଛୁଟି କଟାଇବା ପାଇଁ ଯାଉଥିଲେ ଦିଲ୍ଲୀ। କରୋନା କାଳ ପରେ ପୁର୍ବତନ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ…
ତାଜା ଖବର ଦେଶ ଦୁଇଦିନିଆ ପାକିସ୍ତାନ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର October 15, 2024 Papirani ଆଜି ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଅକ୍ଟୋବର ୧୫ ଏବଂ ୧୬ରେ ଇସଲାମବାଦରେ ଆୟୋଜିତ ହେବାକୁ ଥିବା ସଙ୍ଘାଇ ସମ୍ମିଳନୀର ବାର୍ଷିକ ବୈଠକରେ ଯୋଗଦେବାକୁ ସେ ପାକିସ୍ତାନ ଗସ୍ତ କରିବେ। ପ୍ରତିବର୍ଷ ଏସ୍ ସିଓ (ସଙ୍ଘାଇ କର୍ପୋରେସନ ଅର୍ଗାନାଇଜେସନ)ର…
ତାଜା ଖବର ଦେଶ ରାଜନୀତି ଆଜି ଘୋଷଣା ହେବ ମହାରାଷ୍ଟ୍ର, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ October 15, 2024 Papirani ଆଜି ବାଜିବ ମହାରାଷ୍ଟ୍ର ଓ ଝାଡଖଣ୍ଡ ନିର୍ବାଚନୀ ବିଗୁଲ । ଆଜି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ଆଜି ଅପରାହ୍ନ ୩ଟା ୩୦ ମିନିଟରେ ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ଇସିଆଇ ପ୍ରେସମିଟ କରିବେ…
ତାଜା ଖବର ରାଜ୍ୟ ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା; ତଦନ୍ତର ପାଇଁ ଦିଲ୍ଲୀ ଯିବେ ମହିଳା ଓ ଶିଶୁ ଅପରାଧ ନିରାକରଣ ଆଇଜି October 15, 2024 Papirani ରାଜଧାନୀ ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ମାମଲାକୁ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗମ୍ଭୀରତାର ଏହି ଘଟଣାକୁ ଗଭୀରତା ସହ ନେଇ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା…
ତାଜା ଖବର ରାଜ୍ୟ ଘୋଷଣା ହେଲା ଜାତୀୟ ଜଳ ପୁରୁସ୍କାର; ଶ୍ରେଷ୍ଠ ରାଜ୍ୟ ଭାବେ ଓଡିଶାକୁ ମିଳିଲା ମାନ୍ୟତା October 15, 2024 Papirani ଓଡ଼ିଶାକୁ ମିଳିଲା ବଡ଼ ସଫଳତା । ଜଳ ସଂରକ୍ଷଣ ଦିଗରେ ବ୍ୟାପକ କାମ କରୁଥିବା ଯୋଗୁଁ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ମିଳିଲା ମାନ୍ୟତା । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ସିଆର ପାଟିଲ ସୋମବାର ନୂଆଦିଲ୍ଲୀର ଶ୍ରମ ଶକ୍ତି…
ତାଜା ଖବର ରାଜ୍ୟ ଘରୋଇ ହସ୍ପିଟାଲରେ ଉତ୍ତେଜନା; ପୋର୍ଟାଲ ସାମ୍ବାଦିକ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହାତାହାତି October 14, 2024 Papirani ଭୁବନେଶ୍ବର ଆଚାର୍ଯ୍ୟବିହାର ଅଞ୍ଚଳରେ ଆପୋଲୋ ହସ୍ପିଟାଲରେ ଉତ୍ତେଜନା । ଜଣେ ଚିକିତ୍ସାଧୀନ ରୋଗୀଙ୍କ ଅତ୍ୟଧିକ ବିଲ୍ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ରୋଗୀଙ୍କ ବିଲ୍ ଅଧିକ ହୋଇଥିବା ଅଭିଯୋଗ କରିଥିଲେ ପରିବାର । ଖବର ପାଇ ଘଟଣା ସ୍ଥଳରେ କିଛି…