Month: October 2024

ଭାଜପାର ନିକଟତର ହେଉଛନ୍ତି ବିଜେଡି ନେତା

୨୦୧୯ ମସିହାରୁ ୨୦୨୪ ମସିହା ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାରେ ୬ଜଣ ଭାଜପା ବିଧାୟକ ଏବଂ ୩ଜଣ ବିଜେଡ଼ି ବିଧାୟକ ରହିଥିଲେ । ମୟୂରଭଞ୍ଜ ଲୋକସଭା ସାଂସଦ ମଧ୍ଯ ଭାଜପାର ରହିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ.…

ଭୁବନେଶ୍ୱରରୁ ନକଲି କଲ ସେଣ୍ଟର ଠାବ; ୬ ଜଣଙ୍କୁ ଅଟକ ରଖିଛି ପୁଲିସ୍

ରାଜଧାନୀରେ ଠାବ ହେଲା ନକଲି କଲ୍ ସେଣ୍ଟର। ଭୁବନେଶ୍ଵରର ସୁନ୍ଦରପଦାର କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଚାଲିଥିଲା ନକଲି କଲ ସେଣ୍ଟର। ବୁଧବାର ଏହି ବେଆଇନ କଲ ସେଣ୍ଟର ପର୍ଦ୍ଦାଫାସ କରିବା ସହ ୬ ଜଣଙ୍କୁ ଅଟକ ରଖିଛି କମିଶନରେଟ୍ ପୁଲିସ ।…

ଜମ୍ମୁ ଓ କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଓମାର ଅବଦୁଲ୍ଲା

କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ଜମ୍ମୁ ଓ କାଶ୍ମୀରର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଓମାର ଅବଦୁଲ୍ଲା। ଧାରା ୩୭୦ ଉ‌ଚ୍ଛେଦ ହେବା ପରଠାରୁ ଏହି ଅଞ୍ଚଳର ପ୍ରଥମ ବିଧାନସଭା ନିର୍ବାଚନରେ ତାଙ୍କ ନେସ୍‌ନାଲ୍‌ କନ୍‌ଫରେନ୍ସ ଦଳ…

ବିଏମ୍‌ସିର ଦୁଇ କର୍ପୋରେଟର ବାୟାଁ-ଲିଟୁଙ୍କ ଦାବି: ବିଜଦକୁ ଭାଙ୍ଗୁଥୁବା ଦୁଇ ନେତାଙ୍କୁ ଦିଆଯାଉ ନୋଟିସ 

ବିଜୁ ଜନତା ଦଳକୁ ନିଜର ବ୍ୟକ୍ତିଗତ ସମ୍ପତ୍ତି ଭାବୁଥିବା ଦୁଇଜଣ ନେତାଙ୍କ ପାଇଁ ଏବେ ଦଳ ଖଣ୍ଡଖଣ୍ଡ ହେବାକୁ ଯାଉଛି । ଗତ ୫ ବର୍ଷ ଧରି ଭୁବନେଶ୍ବର ବିଜଦରେ ଲାଗି ରହିଥ‌ିବା ବିଶୃଙ୍ଖଳା ପାଇଁ ଅଶୋକ ପଣ୍ଡା ଓ ଅନନ୍ତ…

ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗଦାନ

ଆସନ୍ତା ୨୩ ତାରିଖରୁ ୨୫ ତାରିଖ ୩ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୩ ଦିନିଆ ଓଡିଶା ଗସ୍ତରେ ଆସି ମୟୂରଭଞ୍ଜ, ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ଦେବେ ବୋଲି ଜଣାପଡ଼ିଛି । ଏହା…

ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ

ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ । ମହାପ୍ରସାଦ ପ୍ରସ୍ତୁତି ଏବଂ ଦୀପରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ନିଆଗଲା ନିଷ୍ପତ୍ତି । ଏଥିନିମନ୍ତେ ସଂପୃକ୍ତ ନିଯୋଗ ଗୁଡ଼ିକ ସହ ମଧ୍ୟ ଆଲୋଚନା ବେଳେ ସହମତି ପ୍ରକାଶ ପାଇବା…

ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବ ଇଞ୍ଜିନିୟର

ଦଶହରାରେ କିଏ ଖୁସି ମନାଉଛି ଡ ଆଉ କାହା ପାଇଁ ଆଣିଛି ଦୁଃଖର ପାହାଡ । ୮ ମହଲା ଆପାର୍ଟମେଣ୍ଟରୁ ଡେଇଁ ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ହେବା ଘଟଣା ରାଜଧାନୀରେ ଆଲୋଡନ ସୃଷ୍ଟି କରିଛି । ଏଭଳି ଅଭାବନୀୟ ଘଟଣା…

ଖରିଫ ଧାନ ସଂଗ୍ରହ ପ୍ରସ୍ତୁତି ସମୀକ୍ଷା ବୈଠକ: ୧ କୋଟି ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଚଳିତ ବର୍ଷ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ସମୀକ୍ଷା କରି ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଧାନ ସଂଗ୍ରହରେ ହେଉଥିବା ଅନିୟମିତତା, ଦୁର୍ନୀତି ଓ…

ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ଭୋଟ; ଝାଡ଼ଖଣ୍ଡ ନିର୍ବାଚନ ନଭେମ୍ବର ୧୩ ଓ ୨୦ ରେ

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଗୋଟିଏ ପର୍ଯ୍ୟାୟରେ ମହାରାଷ୍ଟ୍ର ବିଧାନସଭା ଭୋଟ୍‌ ହେବାକୁ ଥିବା ବେଳେ ଦୁଇଟି ପର୍ଯ୍ୟାୟରେ ହେବ ଝାଡ଼ଖଣ୍ଡ ବିଧାନସଭା ଭୋଟ ଗ୍ରହଣ । ଲୋକମାନେ…

ଦିଲ୍ଲୀ ନିର୍ବାଚନର ଇନ୍‌ଚାର୍ଜ ହେଲେ ସାଂସଦ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେପି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଇନ୍‌ଚାର୍ଜ ଭାବେ ବୈଜୟନ୍ତ ପଣ୍ଡା ଓ ସାଂସଦ ଅତୁଲ ଗର୍ଗଙ୍କୁ ସହକାରୀ ଇନ୍‌ଚାର୍ଜ ଭାବେ ଦାୟିତ୍ବ ଦେଲା ବିଜେପି । ଉଭୟଙ୍କୁ ନିଯୁକ୍ତି…