Day: 29 October 2024

ବାର୍ ରେ ସଙ୍ଗୀତ ପରିବେଷଣ ପାଇଁ ମିଳିଲା ଅନୁମତି; ଡାନ୍ସ ଉପରେ କଟକଣା ଜାରି

୨୦୨୪-୨୫ ଆର୍ଥିକବର୍ଷର ଅବକାରୀ ନୀତିରେ ଡ୍ୟାନ୍ସବାର ଉପରେ ସରକାର କଟକଣା ଲଗାଇଥିବା ବେଳେ ଆଜି ତାହାକୁ କୋହଳ କରିଛନ୍ତି। ଚାଲିବ ବାର୍ କିନ୍ତୁ କେବଳ ସଙ୍ଗୀତ ଓ ଅର୍କେଷ୍ଟ୍ରା ପରିବେଷଣକୁ ଅନୁମତି ଦିଆଯାଇଛି । ଏନେଇ ଅବକାରୀ ବିଭାଗର ବିଜ୍ଞପ୍ତି ଜାରି…

ସଂଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ ଫୁଟିବ ବାଣ; ରାଜ୍ୟରେ ଜାରି ହେଲା ଗାଇଡଲାଇନ୍

ଆସୁଛି ଦୀପାବଳି । ଏହାର ପୂର୍ବରୁ ବାଣ ଫୁଟା ନେଇ ଜାରି ହେଲା ଗାଇଡଲାଇନ । ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ଗାଇଡଲାଇନ ଅନୁସାରେ ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ମିଳିଛି…

ଓଡିଶାରେ ୩ଟି ସ୍ୱାସ୍ଥ୍ୟ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ; ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶାରେ ୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର ନିକଟସ୍ଥ ଗୋଠପାଟଣା ଠାରେ ସେଣ୍ଟ୍ରାଲ ଡ୍ରଗ୍‌ସ ଟେଷ୍ଟିଙ୍ଗ ଲାବୋରେଟୋରୀର ଉଦ୍‌ଘାଟନ କରିଥିବା ବେଳେ, ଖୋର୍ଦ୍ଧା ଜିଲ୍ଲା ବିଞ୍ଝଗିରି ଠାରେ କେନ୍ଦ୍ରୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ…

ମୋହନ ସଂକେତ; ଏବେ ତ ଟ୍ରେଲର, ଆଗକୁ ଫିଲ୍ମ

ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରତିବର୍ଷ ପରି ସରକାରୀ ଅଧିକାରୀଙ୍କୁ ଶପଥପାଠ କରାଗଲା । କିନ୍ତୁ ଏହି କାର୍ଯ୍ୟକ୍ରମ ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମନ୍ତବ୍ୟ ଥିଲା ବହୁ ଦୃଷ୍ଟିରୁ…

ଏକାକୀ ୧୫୭ ଥର ହେଲିକପ୍ଟର ନେଇ ପ୍ରଚାରକୁ ଯାଇଥିଲେ ପାଣ୍ଡିଆନ

ନିର୍ବାଚନ ପ୍ରଚାର ପାଇଁ ବିଜୁ ଜନତା ଦଳ ଖର୍ଚ୍ଚ କରିଛି ୨୭୭ କୋଟି ଟଙ୍କା । ଏହା କେତେ ସତ ବା ମିଛ ତାହା ଲୋକେ ଆନ୍ଦାଜର ସହ କ‌ହିପାରିବେ । ଏହି ତଥ୍ୟ ବିଜଦ ପକ୍ଷରୁ ଦିଆଯାଇଛି ଭାରତର ନିର୍ବାଚନ…

ଗୋଟିଏ ହୁଇସିଲରେ ଭାଙ୍ଗିଯିବ ବିଜେଡି: ଜୟନାରାୟଣ ମିଶ୍ର

ପ୍ରମିଳା ମଲ୍ଲିକଙ୍କ ୧୪୦ ସିଟ୍ ଜିତିବା ମନ୍ତବ୍ୟକୁ ଟାର୍ଗେଟ କରି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଅମିତ ଶାହାଙ୍କ ଗୋଟିଏ ହୁଇସିଲରେ ବିଜେଡି ଭାଙ୍ଗିଯିବ । ଆମ ଉପରେ କିଛି କହିବା ଆଗରୁ ବିଜେଡି ଆଗେ ନିଜ ଘର…

ଆଜି ନିର୍ବାଚନ ହେଲେ ୧୪୦ ସିଟ୍ ଜିତିବ ବିଜେଡ଼ି: ପ୍ରମିଳା ମଲ୍ଲିକ

ବିଜେଡି ଆଜି ବି ଏକ ନମ୍ବର ଦଳ। ଆଜି ବି ଯଦି ନିର୍ବାଚନ ହୁଏ ୧୪୦ ସିଟ୍ ଜିତିବ ବିଜେଡ଼ି । ଏହି ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ…

ପୁରୀ ସ୍ୱର୍ଗଦ୍ୱାରରେ କାଠ ବଦଳରେ ଗୋବର ଘସିରେ ହେବ ଶବ ଦାହ !

ପୁରୀ ସ୍ୱର୍ଗଦ୍ୱାରରେ ଏଣିକି କାଠ ବଦଳରେ ଗୋବର ଘଷିରେ ହେବ ଶବ ଦାହ । ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଯୋଜନା ପ୍ରସ୍ତୁତି କରୁଥିବା କହିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସେ କହିଛନ୍ତି ସ୍ୱର୍ଗଦ୍ୱାରରେ ଶବ ଦାହ…

ଗର୍ଭବତୀଙ୍କୁ ମେଡିକାଲ ଛାଡ଼ିଲେନି ସିଡିପିଓ; ଚାଲିଗଲା ନିଷ୍ପାପ ଶିଶୁର ଜୀବନ

ଗର୍ଭବତୀ ମହିଳାଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଆଜି ସାମ୍ନାକୁ ଆସୁଛି ଏକ ଅଭାବନୀୟ ଘଟଣା । ଜଣେ ସରକାରୀ ପଦବୀରେ ଥିବା ମହିଳା ନିଜର କ୍ଷମତାର ଅପବ୍ୟବହାର କରି ନିଜର ଜଣେ ଅଧୀନସ୍ଥ ଗର୍ଭବତୀ ମହିଳା…

ମେଟ୍ରୋ ଟନେଲ କାମ ବେଳେ ଅଘଟଣ: ଦୁଇ ଓଡ଼ିଆ ଶ୍ରମିକ ମୃତ, ୬ ଆହତ

ବିହାରର ରାଜଧାନୀ ପାଟନାର ଅଶୋକ ରାଜପଥସ୍ଥିତ ଏନ୍ଆଇଟି କଲେଜ୍ ନିକଟରେ ମେଟ୍ରୋର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ଏହି ମେଟ୍ରୋ ଟନେଲ କାମ ବେଳେ ସୋମବାର ବିଳମ୍ବିତ ରାତିରେ ମାଟି ହଟାଇବା ବେଳେ ନିର୍ମାଣ ମେସିନର ବ୍ରେକ୍ ଫେଲ୍ ହୋଇ ଅନିୟନ୍ତ୍ରିତ…