Day: 24 October 2024

ଲ୍ୟାଣ୍ଡଫଲ୍‌ ପରେ ସାମାନ୍ୟ ରିକର୍ଭ କରିପାରେ ବାତ୍ୟା “ଦାନା”

ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଲ୍ୟାଣ୍ଡଫଲ୍ କରିବା ପରେ ସାମାନ୍ୟ ଦିଗ ବଦଳାଇ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ମୁହାଁଇ ପାରେ ବାତ୍ୟା “ଦାନା” । ଏନେଇ ସୂଚନା ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା…

ବାତ୍ୟା ପାଇଁ ବାଲେଶ୍ବରରେ ବସ୍ ଚଳାଚଳ ବନ୍ଦ

ଭୀଷଣ ବାତ୍ୟାର ରୂପ ନେଲା ‘ଦାନା’ । ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଆଡକୁ ମାଡିଆସୁଛି ଦାନା। ପାରାଦୀପଠାରୁ ୨୮୦ ଓ ଧାମରାଠାରୁ ୩୧୦କିମି ଦକ୍ଷିଣ-ପୂର୍ବ ଦିଗରେ ଭୀଷଣ ବାତ୍ୟା ରହିଛି । ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ…

ମାଡିଆସୁଛି ସାମୁଦ୍ରିକ ଝଡ ‘ଦାନା’, ପାରାଦୀପରୁ ୨୮୦ କିମି ଦୂରରେ ବାତ୍ୟା

ଅତି ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ ଦାନା। ୨୪ ତାରିଖ ବିଳମ୍ବିତ ରାତିରୁ ୨୫ ତାରିଖ ଭୋର ସୁଦ୍ଧା ବାତ୍ୟା ଭିତରକନିକା ଏବଂ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ଦାନା। ଗୁରୁବାର ସକାଳ ୮ଟା ସୁଦ୍ଧା ବାତ୍ୟା…

‘ଦାନା’ ମୁକାବିଲା ପାଇଁ ୧୪ ଜିଲ୍ଲାର କଣ୍ଟ୍ରୋଲ ରୁମ୍ ସହ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି

ଓଡ଼ିଶା ମୁହାଁ ବାତ୍ୟା ଦାନା । ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ସାଇକ୍ଲୋନ୍। ଆଜି ରାତି ଓ ୨୫ ସକାଳେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା। ଭୀଷଣ ବାତ୍ୟା ଭାବରେ ଉପକୂଳ ଅତିକ୍ରମ କରିବ ‘ଦାନା’। ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ…