Day: 23 October 2024

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଓ ୪ଜଣ ସଦସ୍ୟାଙ୍କୁ ବରଖାସ୍ତ କଲେ ରାଜ୍ୟ ସରକାର

ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତୀ ବେହେରା । ରାଜ୍ୟର ସରକାର ଆଜି ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଓ ସମସ୍ତ ସଦସ୍ୟାଙ୍କୁ ତତ୍କାଳ ପ୍ରଭାବରୁ ବରଖାସ୍ତ କରିଛନ୍ତି । କମିଶନଙ୍କ ସହ ସଦସ୍ୟା ସ୍ପର୍ଣ୍ଣଲତା ସାମଲ, ସୁଜାତା…

ବାତ୍ୟା ପାଇଁ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ, ସୁରକ୍ଷିତ ରୁହନ୍ତୁ, ସତର୍କ ରୁହନ୍ତୁ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସେଠାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମ ନିକଟରେ ନିଜର ବିବୃତି ରଖି, ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କୌଣସି ପରିସ୍ଥିତିରେ…

ମାଡ଼ିଆସୁଛି ବାତ୍ୟା ଦାନା; ପର୍ଯ୍ୟଟକଙ୍କ ପାଇଁ ଦୁଇ ଦିନ ବନ୍ଦ ରହିବ ନନ୍ଦନକାନନ

ରାଜ୍ୟକୁ ମାଡିଆସୁଛି ବାତ୍ୟା ‘ଦାନା’ । ସମ୍ଭାବ୍ୟ ବାତ୍ୟା ପାଇଁ କଡା ସୁରକ୍ଷା ବଳୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ତେଣୁ ଦୁଇଦିନ ଅର୍ଥାତ୍ ୨୪ ଓ ୨୫ ତାରିଖ ବନ୍ଦ ରହିବ ନନ୍ଦନକାନନ । ଅନ୍ୟପଟେ ନନ୍ଦନକାନନର ସମସ୍ତ କର୍ମଚାରୀଙ୍କୁ…

ବାତ୍ୟା ଦାନା ପାଇଁ ଘୁଞ୍ଚିଲା ଓପିଏସସି ପରୀକ୍ଷା

ଘୁଞ୍ଚିଲା ରାଜ୍ୟରେ ୨୦୨୩ ବର୍ଷ ପାଇଁ ହେବାକୁଥିବା ଓପିଏସସି ପରିଚାଳିତ ଓସିଏସ୍ ପ୍ରିଲିମନାରୀ ପରୀକ୍ଷା । ଆସନ୍ତା ୨୭ ତାରିଖ ରବିବାରରେ ହେବାକୁ ଥିବା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ବାତିଲ କରାଯାଇଛି। ବାତ୍ୟା ଦାନାକୁ ନେଇ ଓଡ଼ିଶା ଲୋକ ସେବା…

ସ୍ଥଳଭାଗ ଛୁଇଁଲା ବାତ୍ୟା ଦାନାର ବାହ୍ୟବଳୟ

ବାତ୍ୟା ଦାନା ପାଇଁ ବିଭିନ୍ନ ସ୍ଥାନରେ ହାଲୁକା ପବନ ସହ ବର୍ଷା ଆରମ୍ଭ। ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ । ବାତ୍ୟା ଦାନା ଏବେ ୧୫ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଆଗକୁ ମାଡି ଆସୁଛି। କ୍ରମେ ଏହାର ଭୀଷଣ ବାତ୍ୟା…

ଭିତରକନିକା-ଧାମରା ମଧ୍ୟରେ ବାତ୍ୟା ‘ଦାନା’ କରିବ ଲ୍ୟାଣ୍ଡଫଲ୍!

ବାତ୍ୟା ‘ଦାନା’ ପୁଣି ଥରେ ନିଜର ଦିଗ ପରିବର୍ତ୍ତନ କରିଛି । ସମୁଦ୍ର ଗର୍ଭରେ ଧିରେ ଧିରେ ବଳ ଗୋଟାଇ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ‘ଦାନା’ ଆସନ୍ତାକାଲି ସୁଦ୍ଧା ଏହା ଭୀଷଣ ବାତ୍ୟାରେ ରୂପ ନେବ । ଏହାରି ଭିତରେ…

ବିଜେପିର ପକ୍ଷରୁ ଜାରି ହେଲା ବାତ୍ୟା ହେଲ୍ପ ଲାଇନ୍ ନମ୍ବର 

ବିଜେପି ପକ୍ଷରୁ ଜାରି ହେଲା ବାତ୍ୟା ପାଇଁ ହେଲ୍ପ ଲାଇନ୍ ନଂ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ହେଲ୍ପ ଲାଇନ୍ ନଂ ହେଲା ୦୬୭୪-୨୩୯୩୯୮୪ । ହେଲ୍ପ ଲାଇନ୍ ନଂ ଜାରି କରିବା…

ଜୀବନ ଅମୂଲ୍ୟ ତେଣୁ ବାତ୍ୟା ପାଇଁ ଭୟ କରନ୍ତୁନି, ସଜାଗ ରୁହନ୍ତୁ ବୋଲି ରାଜ୍ୟବାସୀଙ୍କୁ ନିବେଦନ କଲେ ନବୀନ ପଟ୍ଟନାୟକ

ବାତ୍ୟା ‘ଦାନା’ ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇ କହିଛନ୍ତି ସଚେତନତା ଓ ସତର୍କତା ହିଁ ସମ୍ଭାବ୍ୟ ବାତ୍ୟା ‘ଦାନା’ରୁ ଆମକୁ ସୁରକ୍ଷିତ କରିବ। ବାତ୍ୟା ଆସୁଥିବା…

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶାରେ ୫ ଏନଡିଆରଏଫ୍ ଟିମ୍

ବାତ୍ୟା ‘ଦାନା’ ମୁକାବିଲା ପାଇଁ ଆଉ ୫ଟି କେନ୍ଦ୍ରୀୟ ବିପର୍ଯ୍ୟୟ ପରିଚାଳନା ଫୋର୍ସ (ଏନଡିଆରଏଫ୍) ମଙ୍ଗଳବାର ରାତିରେ ପଞ୍ଜାବର ବାଥିନାରୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପଞ୍ଜାବ ଭଟିଣ୍ଡାରୁ ୧୫୦ ଜଣିଆ ସଦସ୍ୟଙ୍କୁ ନେଇ ବାୟୁସେନାର ଦୁଇଟି ବିମାନରେ ଆଇଏଲ ୭୬ ଓ ଏନ…

ବାତ୍ୟା ‘ଦାନା’ ପାଇଁ ୩ଟି ବନ୍ଦରକୁ ୪ନଂ ବିପଦ ସଂକେତ

ଗଭୀର ଅବପାତ ବଙ୍ଗୋପସାଗରରେ ନେଲା ବାତ୍ୟାର ରୂପ । ୨୪ ତାରିଖ ରାତି ଏବଂ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିବ । ଭିତରକନିକା…