Day: 8 October 2024

ହରିୟାଣାରେ ବିଜେପି ଆଗୁଆ, ଏନସି-କଂଗ୍ରେସ ହାତରେ ଜାମ୍ମୁ କାଶ୍ମୀର

ଆଜି ଆସିବ ହରିୟାଣା ଓ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ। କିଏ ଜିତିବ ହରିୟାଣାରେ ଓ ଜାମ୍ମୁ-କାଶ୍ମୀର ଆସନ । ତାକୁ ନେଇ ସାରା ଦେଶର ନଜର ରହିଥିବା ବେଳେ ଏବେ ପର୍ଯ୍ୟନ୍ତ ଭୋଟ ଗଣତିରେ ହରିୟାଣାରେ ବିଜେପି ଆଗୁଆ ରହିଥିବା…