Day: 7 October 2024

ହରିୟାଣା ବଢ଼ାଇପାରେ ଧର୍ମେନ୍ଦ୍ରଙ୍କ ଚିନ୍ତା

ଦିନକ ପରେ ହରିୟାଣା ବିଧାନସଭା ଫଳ ପ୍ରକାଶ ପାଇବ। ଶନିବାର ଭୋଟ ସରିବା ପରେ ବୁଥ ଫେରନ୍ତା ଭୋଟରଙ୍କ ନିଷ୍ପତ୍ତି ଆଧାରରେ ସର୍ଭେ ରିପୋର୍ଟ ବା ଏକଜିଟ ପୋଲ ଅନୁସାରେ ୧୦ ବର୍ଷର ଭାଜପା ସରକାର କ୍ଷମତା ହରାଇବାକୁ ଯାଉଛି। ଜାମ୍ମୁ-କାଶ୍ମୀର…

ଆଲୋଚନା ପରେ ବସ୍‌ ଧର୍ମଘଟ ଡାକରା ପ୍ରତ୍ୟାହୃତ

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବସ୍ ମାଲିକ ସଂଘ ପକ୍ଷରୁ ଆଜି ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟିଆ ବସ୍ ଚଳାଚଳ ବନ୍ଦ ଡାକରା ଦିଆଯାଇଥିଲା । ଧର୍ମଘଟ ଯୋଗୁଁ କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ବଲାଙ୍ଗୀର, ସୁବର୍ଣ୍ଣପୁର,…

ଓଡ଼ିଶା-ଆନ୍ଧ୍ର ସୀମାରେ ଫଳ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ କଲା ଡିଆରଆଇ

ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଯବାନମାନେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ କୃଷ୍ଣବରମଠାରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଫଳ ଟ୍ରକରୁ ୮୦୮ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛନ୍ତି । ଜବତ ଗଞ୍ଜେଈର ମୂଲ୍ୟ ୬୧ କୋଟି ଟଙ୍କା ହେବ। ଏଥିସହ ଡିଆରଆଇ…

ପାକିସ୍ତାନର କରାଚିରେ ବିସ୍ଫୋରଣ

କରାଚି ବିମାନବନ୍ଦରରେ ରବିବାର ରାତିରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ବିମାନବନ୍ଦର ପରିସର ବାହାରେ ହୋଇଥିବା ଏହି ବିସ୍ଫୋରଣରେ ଚୀନର ଦୁଇ ଜଣ ଅଧିକାରୀପ୍ରାଣ ହରାଇଥିବା ବେଳେ ଅନ୍ୟୂନ ୮ ଜଣ ଆହତ ହୋଇଛନ୍ତି। ଆଇନ୍ ପ୍ରବର୍ତ୍ତନ କର୍ତ୍ତୃପକ୍ଷଙ୍କ ବୟାନ…

ହୀରାକୁଦ ନବୀକରଣ ପାଇଁ ୮୫୫ କୋଟି ଆବଣ୍ଟନ କଲେ ମୋହନ ସରକାର

ହୀରାକୁଦ ଡ୍ୟାମକୁ ସଂଯୋଗ ହୋଇଥିବା ୬ ଦଶନ୍ଧି ପୁରୁଣା କେନାଲ ବ୍ୟବସ୍ଥାର ନବୀକରଣ ପାଇଁ ମୋହନ ସରକାର ୮୫୫ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ୪ ବର୍ଷରେ ୮୫୫ କୋଟି ଖର୍ଚ୍ଚ ହେବ। ଏହି ନବୀକରଣ ଦ୍ୱାରା ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼…