Day: 4 October 2024

ତିରୁପତି ଲଡୁ ବିବାଦ: ଗଠନ ହେବ ନୂଆ ଏସଆଇଟି

ତିରୁପତି ଲଢୁ ବିବାଦରେ ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏକ ସ୍ବାଧୀନ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ବା ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।। ଏହି ଏସଆଇଟିରେ ଦୁଇଜଣ ସିବିଆଇ ଅଧିକାରୀ, ଆନ୍ଧ୍ରପ୍ରଦେଶର ଦୁଇଜଣ ପୋଲିସ ଅଧିକାରୀ ଏବଂ ଖାଦ୍ୟ ନିରାପତ୍ତା ଏବଂ…

ଅକ୍ଟୋବର ୬ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ଯୋଜନା ପାଇଁ ଆବେଦନ

ଅକ୍ଟୋବର ୬ ତାରିଖରୁ ହବିଷ୍ୟାଳୀ ଯୋଜନା ଆବେଦନ ଆରମ୍ଭ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ସେ କହିଛନ୍ତି ଅକ୍ଟୋବର ୧୮ରୁ ପୁରୀରେ କାର୍ତ୍ତିକ ବ୍ରତ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିବାବେଳେ…

ମୁଖ୍ୟମନ୍ତ୍ରୀ କ୍ୱାର୍ଟର୍ସ ଛାଡିବେ କେଜରିୱାଲ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର କିଛି ଦିନ ପରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ଶୁକ୍ରବାର ସିଏମ କ୍ୱାର୍ଟର୍ସ ଛାଡି ଦିଲ୍ଲୀର ଫିରୋଜଶାହା ରୋଡସ୍ଥିତ ବଙ୍ଗଳାକୁ ସ୍ଥାନାନ୍ତର। ଆପ୍ ମୁଖ୍ୟାଳୟ ନିକଟରେ ଥିବା ଏହି ବଙ୍ଗଳାରେ ଅରବିନ୍ଦ କେଜରିୱାଲ…

ବଦଳିବ ଭୁବନେଶ୍ବର ବିମାନବନ୍ଦରର ରୂପରେଖ; ନିର୍ମାଣ ହେବ ନୂଆ ଟର୍ମିନାଲ

ବଦଳିବ ଭୁବନେଶ୍ବର ବିମାନବନ୍ଦରର ରୂପରେଖ। ଭୁବନେଶ୍ଵର ବିମାନ ବନ୍ଦରରେ ନିର୍ମାଣ ହେବ ନୂଆ ଟର୍ମିନାଲ । ପୁରୁଣା ଟର୍ମିନାଲ ନିକଟରେ ଏହି ଟର୍ମିନାଲ ନିର୍ମାଣ କରାଯିବ ବୋଲି ଶୁକ୍ରବାର ଭୁବନେଶ୍ୱର ବିମାନ ବନ୍ଦରର ସମୀକ୍ଷା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ…

ରାଜଧାନୀରେ ପୋଲିସକୁ ଛୁରାମାଡ଼; କନଷ୍ଟେବଳ ଆହତ

ରାଜଧାନୀ ଭୁବନେଶ୍ୱରରେ ତଦନ୍ତ ପାଇଁ ଆସିଥିବା ପିସିଆର ପୋଲିସ କର୍ମଚାରୀଙ୍କୁ ଛରାମାଡ଼ ହୋଇଛି। ମଞ୍ଚେଶ୍ବର ଥାନା ଚକେଇସିଆଣି ଶ୍ରୀରାମ ନଗରରେ ଏହି ଘଟଣା ଦେଖିବାକୁ ମିଳିଛି। ହର୍ଣ୍ଣ ମାରିବାକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ପୋଲିସ ଖବର ପାଇଥିଲା। ତେବେ ପୋଲିସ…

ଅଲିମ୍ପିକ୍ସ ପରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବାକୁ ମନା କରିବାର କାରଣ କହିଲେ ଭିନେଶ ଫୋଗଟ

ପ୍ୟାରିସ ଅଲିମ୍ପିକ୍ସ ବିଫଳତା ପରେ ଭାରତର ପୂର୍ବତନ କୁସ୍ତିଯୋଦ୍ଧା ଭିନେଶ ଫୋଗଟ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ କଲରେ କଥା ହେବାକୁ ମନା କରିଦେଇଥିଲେ। ଏବେ ଜୁଲାଇନା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ହରିୟାଣା ବିଧାନସଭା…

ଆଜି ୧୨ ଘଣ୍ଟିଆ ଅବିଭକ୍ତ କୋରାପୁଟ ବନ୍ଦ

ଆଜି ୧୨ ଘଣ୍ଟିଆ ଅବିଭକ୍ତ କୋରାପୁଟ ବନ୍ଦ । ୪ଟି ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି। କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଶୁକ୍ରବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ । ସରକାରୀ ଚାକିରିରେ ଜିଲ୍ଲାଭିତ୍ତିକ…

ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ଶ୍ରମିକ ମୃତ

ଉତ୍ତରପ୍ରଦେଶର ମିର୍ଜାପୁରରେ ଗୁରୁବାର ବିଳମ୍ବିତ ରାତିରେ ଏକ ଟ୍ରାକ୍ଟର-ଟ୍ରଲର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। କଚ୍ଛୱା ସୀମା ନିକଟରେ ଘଟିଥିବା ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅନ୍ୟ ୩ ଜଣ…

ସମ୍ୱଲପୁର ମଣ୍ଡଳ ଜେଲ୍‌ରେ ଚଢ଼ଉ; ବ୍ୟାପକ ନିଶାଦ୍ରବ୍ୟ ଜବତ

ସମ୍ବଲପୁର ମଣ୍ଡଳ ଜେଲରେ ଶୁକ୍ରବାର ସକାଳୁ ଚଢ଼ଉ କରିଛି ପୋଲିସ। ଜେଲରେ ବ୍ୟାପକ ନିଶାଦ୍ରବ୍ୟ କାରବାର ହେଉଥିବା ଖବର ପାଇବା ପରେ ଚଢ଼ଉ ହୋଇଥିଲା। ବିଡି, ଗଂଜେଇ, ଖଇନି ତଥା ମାଦକ ଦ୍ରବ୍ୟ ଯାଞ୍ଚ ପାଇଁ ଚଢ଼ଉ ହୋଇଥିବା ବେଳେ ସ୍ଥାନୀୟ…