Month: October 2024

ଓଏସଏସଏସସି ପରୀକ୍ଷାରେ ଅନିୟମିତତାର ଅଭିଯୋଗ; ନିଷ୍ପତ୍ତି ନେବେ ରାଜ୍ୟ ସରକାର

ଚଳତବର୍ଷ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ଙ୍କ ଦ୍ୱାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷାର ବିବାଦ ସାରାରାଜ୍ୟରେ ଲାଗିରହିଥିବା ବେଳେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇଛନ୍ତି। ରାଜ୍ୟ ସରକାର ଜଲ୍ଦୀ ଏହି ସଂପର୍କରେ ନିଷ୍ପତି…

ସାତକୋଶିଆକୁ ଆସିବେ ୧୨ରୁ ୧୪ ମହାବଳ ବାଘ

ଖୁବ୍ ଶୀଘ୍ର ବାଘଶୂନ୍ୟ ହୋଇପଡ଼ିଥିବା ସାତକୋଶିଆ ଅଭୟାରଣ୍ୟକୁ ଆସିବେ ମହାବଳ ବାଘ । ସାତକୋଶିଆକୁ ଆସିବେ ୧୨ରୁ ୧୪ ମହାବଳ ବାଘ । ଏହାସହ ବାଲୁଖଣ୍ଡ ଅଭୟାରଣ୍ୟ ଓ କପିଳାସ ଅଭୟାରଣ୍ୟକୁ ମଧ୍ୟ ୧୨ଟି ଅତ୍ୟାଧୁନିକ ପାଟ୍ରୋଲିଂ ଯାନ ପ୍ରଦାନ କରାଯାଇଛି…

ରାଜ୍ୟକୁ ରହିଛି ବାତ୍ୟାର ଭୟ; ଆସୁଛି ଆଉ ଏକ ଲଘୁଚାପ

ଆସନ୍ତା ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। କ୍ରମେ ଲଘୁଚାପ କ୍ଷେତ୍ରଟି ଉତ୍ତର ପଶ୍ଚିମ ଦିଗକୁ…

ବଦଳିଲା ରେଲୱେ ଟିକଟ ରିଜର୍ଭେସନ ନିୟମ; ୧୨୦ ଦିନ ବଦଳରେ ୬୦ ଦିନ ପୂର୍ବରୁ ହେବ ଟିକେଟ୍ ବୁକ୍

ଭାରତୀୟ ରେଲୱେ ଟିକଟ ନିୟମରେ ବଡ ପରିବର୍ତ୍ତନ ହୋଇଛି । ଏବେ ୧୨୦ ଦିନ ବଦଳରେ ୬୦ ଦିନ ପୂର୍ବରୁ ଟିକେଟ୍ ବୁକ୍ କରି ପାରିବେ ଯାତ୍ରୀ । ଏହି ନିୟମ ନଭେମ୍ବର ୧ ତାରିଖରୁ ଲାଗୁ ହେବ । ରେଳ…

ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାଏବ ସିଂ ସୈନୀ

ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ବିଜେପି ନେତା ନୟାବ ସିଂ ସୈନି। ଆଜି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି ଶୀର୍ଷ ପଦବୀରେ ସେ ଦ୍ବିତୀୟ ଥର ପାଇଁ ଅବସ୍ଥାପିତ ହୋଇଛନ୍ତି। ପଞ୍ଚକୁଲାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ…

ନାଗରିକତ୍ଵ ଆଇନର ଧାରା ୬(ଏ) କୁ ବୈଧ ରଖିଲେ ସୁପ୍ରିମକୋର୍ଟ

ନାଗରିକତ୍ଵ ଆଇନର ଧାରା ୬(ଏ) ବୈଧତା ଉପରେ ଶୁଣାଣି କରି ଆଜି ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ଆସାମ ଆସିଥିବା ବାଂଲାଦେଶୀଙ୍କୁ ମିଳିବ ନାଗରିକତା । ଆସାମ ଚୁକ୍ତିକୁ ଆଗେଇ ନେବା ପାଇଁ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ୧୯୮୫ମସିହାରେ…

ନ୍ୟାୟଦେବୀଙ୍କ ଆଖିରୁ ହଟିଲା ଅନ୍ଧପୁଟୁଳି

ଭାରତୀୟ ଆଇନ ଅନ୍ଧ ନୁହେଁ। ନ୍ୟାୟର ପ୍ରତୀକ ଭାବେ ନ୍ୟାୟ ଦେବୀ ସମସ୍ତଙ୍କ ବିଚାର ଠିକ ଭାବେ କରନ୍ତି। ଏଥିପାଇଁ ‘ସିମ୍ବଲ ଅଫ୍‌ ଜଷ୍ଟିସ୍‌’ ଭାବେ କୋର୍ଟ ପରିସରରୁ ଆରମ୍ଭ କରି ବିଚାରପତିଙ୍କ ପ୍ରକୋଷ୍ଠରେ ସ୍ଥାନ ପାଇ ଆସିଥିବା ନ୍ୟାୟ ଦେବୀଙ୍କ…

ପୁରୀ ବୃନ୍ଦାବତୀ ନିବାସରେ ହବିଷ୍ୟାଳୀଙ୍କ ଆନ୍ଦୋଳନ

ଆଜିଠାରୁ ହବିଷିଆଳି ମା’ମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିବା ସହ ହବିଷ୍ୟାନ୍ନ ଗ୍ରହଣ କରିବେ। ଏଣୁ କାର୍ତ୍ତିକ ବ୍ରତଧାରୀ ହବିଷିଆଳି ମା’ମାନେ ବ୍ରତ ପାଳନ ପାଇଁ ଆଜିଠାରୁ ନିଜର ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଧରି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। । ପୁରୀରେ ହବିଷ୍ୟାଳୀଙ୍କ ରହଣି…

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ ସଂଜୀବ ଖାନ୍ନା 

ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ୍ ସଂଜୀବ ଖାନ୍ନା । ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ଜଷ୍ଟିସ ସଞ୍ଜୀବ ଖାନ୍ନା ନୂତନ ପ୍ରଧାନ ବିଚାରପତି (ସିଜେଆଇ) ହେବେ। ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ । ନଭେମ୍ବର…

ଡ୍ରାଇଭିଂ ଟେଷ୍ଟ କରିବ ଏଆଇ

ଏଣିକି ଡ୍ରାଇଭିଂ ଟେଷ୍ଟ ବେଳେ ହେବନି ପାତର ଅନ୍ତର । ପରୀକ୍ଷା ଚାଲିଥିବା ବେଳେ କୌଣସି ମାନବିକ ହସ୍ତକ୍ଷେପ କରାଯିବ ନାହିଁ । ପରୀକ୍ଷାକୁ ଜଗିବ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବୋଲି ରାଜ୍ୟ ସଡକ ସୁରକ୍ଷା ବିଭାଗ…