ବିଜେଡି ପାଳିଲା ବିଶ୍ୱ ଆଦିବାସୀ ଦିବସ
ଆଦିବାସୀଙ୍କ ଭାଷା, ସଂସ୍କୃତିର ସୁରକ୍ଷା ଓ ଏହାକୁ ଗୁରୁତ୍ୱ ଦେବା ପାଇଁ ଅଗଷ୍ଟ ୯ ତାରିଖରେ ବିଶ୍ୱ ଆଦିବାସୀ ଦିବସ ପାଳନ ହେଉଛି। ଏହି ଅବସରରେ ଶଙ୍ଖ ଭବନରେ ବିଜେଡି ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଛି। ମୁଖ୍ୟ ଅତିଥି…
One Step Ahead
ଆଦିବାସୀଙ୍କ ଭାଷା, ସଂସ୍କୃତିର ସୁରକ୍ଷା ଓ ଏହାକୁ ଗୁରୁତ୍ୱ ଦେବା ପାଇଁ ଅଗଷ୍ଟ ୯ ତାରିଖରେ ବିଶ୍ୱ ଆଦିବାସୀ ଦିବସ ପାଳନ ହେଉଛି। ଏହି ଅବସରରେ ଶଙ୍ଖ ଭବନରେ ବିଜେଡି ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଛି। ମୁଖ୍ୟ ଅତିଥି…
ଦେଶ ସ୍ବାଧୀନତାରେ ପ୍ରାଣବଳୀ ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତିରେ ଅଗଷ୍ଟ ୯ ତାରିଖକୁ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି । ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ମନେପକାଇ ତାଙ୍କୁ ସମ୍ମାନ ଦେବା ଏହି ଦିବସ ପାଳନର ଲକ୍ଷ୍ୟ ।…
ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବଢୁଛି। ଆଜି ଆଉ ୬ଟି ଗେଟ ଖୋଲିଥିବା ବେଳେ ମୋଟ ୧୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ମୁଣ୍ଡୁଳିଠାରେ ୫.୭୮ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ମହାନଦୀ ଫୁଲୁଛି।…
ଷ୍ଟାର୍ଟଅପ ଓଡ଼ିଶାରେ ହୋଇଥିବା ଦୁର୍ନୀତି ଓ ଅନିୟମିତତାର ତଦନ୍ତ ହେବ। ଏଥିପାଇଁ ଏକ କମିଟି ଗଠିତ ହୋଇଛି। ଅର୍ଥ ବିଭାଗର ଅଧିକାରୀ, ଏମଏସଏମଇ ବିଭାଗ ଏବଂ ସାଧାରଣ ଉଦ୍ୟୋଗ ବିଭାଗକୁ ନେଇ ଏହି ଏକ କମିଟି ଗଠିତ ହୋଇଛି । କମିଟିରେ…
ପଶ୍ଚିମବଙ୍ଗ ସରକାରଙ୍କ ଅସହଯୋଗ ପାଇଁ ଓଡ଼ିଶାକୁ ପଶ୍ଚିମବଙ୍ଗରୁ ଆଳୁ ଆସୁନି। ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ନଛାଡିବାରୁ ଓଡ଼ିଶାରେ ଆଳୁ ସଂକଟ ଦେଖାଦେଇଛି । ଫଳରେ ପଶ୍ଚିମବଙ୍ଗ ସରକାରଙ୍କ ବୈମାତୃକ ମନୋଭାବ ନେଇ ତାତିଛନ୍ତି ବିଭିନ୍ନ ସାମାଜିକ ସଂଗଠନ। ମଙ୍ଗୁଳି…
କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା ଫେରିଛନ୍ତି ବରିଷ୍ଠ ଆଇପିଏସ ଅଫିସର ପାରୁଲ ଗୁପ୍ତା । ସେ ଓଡ଼ିଶା ଫେରିବା ପରେ ଡେପୁଟି ଡାଇରେକ୍ଟର ଇଣ୍ଟେଲିଜେନ୍ସ ବ୍ୟୁରୋ ଭାବେ ନିଯୁକ୍ତି ପାଇଛନ୍ତି । ଗୃହ ମନ୍ତ୍ରଣାଳୟ ପାରୁଲ ଗୁପ୍ତାଙ୍କ ଓଡ଼ିଶା ପ୍ରତ୍ୟାବର୍ତ୍ତନ ପାଇଁ ଦେଇଥିବା…
ଚଳିତ ସିଜନର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ୱେ ଟୋକିଓ ଅଲିମ୍ପିକ୍ସର ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଜାଭେଲିନ ଥ୍ରୋରେ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି । ଗତ କିଛି ମାସ ମଧ୍ୟରେ ଆଘାତ ଯୋଗୁଁ ବହୁ ଘାତ, ପ୍ରତିଘାତ ମଧ୍ୟରେ…
ଭାରତୀୟ ପୁରୁଷ ହକି ଟିମ ଅଲିମ୍ପିକ୍ସରେ ଲଗାତର ଦୁଇଥର ପଦକ ଜିତି ଇତିହାସ ରଚିଛି। ଭାରତ ପାଇଁ ଆଜି ଗୌରବର ଦିନ। ଆମ ଦେଶର ଜାତୀୟ ଖେଳାକୁ ବିଶ୍ୱଦରବାରରେ ପରିଚିତ କରାଇ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାତର ଖେଳାଳୀ। ସବୁଆଡୁ…
ପ୍ୟାରିସ ଅଲିମ୍ପିକସ୍ରେ ସ୍ପେନ ବିରୁଦ୍ଧରେ ଚମକପ୍ରଦ ବିଜୟ ହାସଲ କରି ବ୍ରୋଞ୍ଜ ପଦକ ପାଇଥିବାରୁ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ, ପ୍ରଶିକ୍ଷକ କ୍ରେଗ ଫଲଟନଙ୍କ ସହ ସମସ୍ତ ଖେଳାଳୀ ଓ ସହାୟକ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ…
ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ପୁରୁଷ ହକି ଟିମ ବ୍ରୋଞ୍ଜ ପଦକ ନିଜ ନାମରେ କରିଛି। ଏହି ବିଜୟ ସହିତ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ରୁ ଅବସର ନେଇଛନ୍ତି ଷ୍ଟାର ଖେଳାଳୀ ପି ଆର ଶ୍ରୀଜେଶ। ସେ ୧୮ ବର୍ଷ ଧରି ଭାରତୀୟ ହକି…