Day: 16 August 2024

ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

୨୦୨୪ ପ୍ୟାରିସ୍‌ ଅଲମ୍ପିକ୍ସରେ ପଦକ ଜିତିବା ପରେ ଭାରତୀୟ ପୁରୁଷ ହକି ଦଳର ଏକମାତ୍ର ଓଡିଆ ଖେଳାଳୀ ଅମିତ୍‌ ରୋହିଦାସ୍ ଆଜି ଓଡିଶାରେ ପହଞ୍ଚିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଅମିତ୍‌ଙ୍କୁ ସମ୍ବର୍ଦ୍ଧିତ…

ବିଜୁ ଜନତା ଦଳ ନୁହେଁ, ଚାଲିଛି ବୁନୁ ଜନତା ଦଳ

ବିଜେଡିରେ ଏବେ ଫାଟ ସୃଷ୍ଟି ହୋଇଛି। ୩୭ ନମ୍ବର ୱାର୍ଡର କର୍ପୋରେଟର ବନ୍ଦିତା ପାଲ୍‌ ଆଜି ବିଜେଡି ଛାଡିଥିବା ବେଳେ ଏହାର କାରଣ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁ ବୋଲି କହିଛନ୍ତି। ତାଙ୍କ ପାଇଁ ହିଁ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୂଆ ପୋଲିସ ମହାନିର୍ଦ୍ଦେଶକ

୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସର ଯୋଗେଶ ବାହାଦୂର ଖୁରାନିଆ ଓଡ଼ିଶାର ନୂଆ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ପାଇଛନ୍ତି। ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ…

ଓଡ଼ିଶାରେ ଆଳୁ ସମସ୍ୟାରେ ସୁଧାର; ୩୦ ଟଙ୍କାରେ ମିଳିବ

ଓଡ଼ିଶାରେ ଆଳୁ ରାଜନୀତି ସରଗରମ ଥିବା ବେଳେ ଏବେ ସ୍ଥିତିରେ ସୁଧାର ଆସିଛି। ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହୋଇଯାଇଥିବାରୁ ଓଡ଼ିଶାରେ ଆଳୁ ଡର ହୁ ହୁ ହୋଇ ବଢିଥିଲା। ଫଳରେ ଖାଉଟି ହନ୍ତସନ୍ତ ହେଉଥିଲେ। ଏବେ ସମସ୍ୟା ସମାଧାନ ହୋଇଥିବା…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆଇସିଡିଏସ୍ ସୁପରଭାଇଜର

ଭିଜିଲାନ୍ସ ଜାଲରେ ମହିଳା ସରକାରୀ କର୍ମଚାରୀ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଆଇସିଡିଏସ୍ ସୁପରଭାଇଜର ଶୈଳବାଳା ସାହୁ ଲାଞ୍ଚ ନେବା ବେଳେ ଫୁଲବାଣୀ ଭିଜିଲାନ୍ସ ଟିମ୍ ଧରିଛି। ଜଣେ ଅଙ୍ଗନବାଡି କର୍ମୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦାନ ଟଙ୍କା ଗଣତି

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦାନ ଟଙ୍କା ଗଣତି କରାଯାଉଛି । ଦଇତାପତି ସେବକଙ୍କ ଉପସ୍ଥିତିରେ ଏହି ଗଣତି କରାଯାଉଛି । ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀମାନେ ଦାନ ଟଙ୍କା ଗଣତି କରୁଛନ୍ତି। ଶ୍ରୀଗୁଣ୍ଡିଚା ବେଳେ ଦାନବାକ୍ସରେ ପଡିଥିବା ଟଙ୍କା ଗଣତି ହେଉଛି। ଏହି…

ନବୀନ ନିବାସରେ ହକି ତାରକା ଅମିତଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ

ଓଡ଼ିଶାର ହକି ତାରକା ଅମିତ ରୋହିଦାସ ଦେଶର ଗୌରବ।ଭାରତୀୟ ହକି ଦଳର ଓଡ଼ିଆ ଖେଳାଳୀ ଶ୍ରୀ ଅମିତ ରୋହିଦାସଙ୍କୁ ଆଜି ବିରୋଧୀ ଦଳନେତା ଶ୍ରୀ ନବୀନ ପଟ୍ଟନାୟକ ନିବାସରେ ସମ୍ବର୍ଦ୍ଧିତ କରିଛନ୍ତି। ଅମିତଙ୍କୁ ରୁପା ତାରାକାସି କାମର ରଥା ରୁଢ଼ ଜଗନ୍ନାଥ,…

ବିଧାୟକ ପ୍ରଶିକ୍ଷଣ ଶିବିର ଦଳୀୟ ବ୍ୟାପାର ନୁହେଁ: ମନମୋହନ ସାମଲ

ବିଧାୟକ ପ୍ରଶିକ୍ଷଣ ଶିବିରକୁ ନେଇ ତେଜୁଛି ରାଜନୀତି । ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ।୧୭ ଓ ୧୮ ତାରିଖରେ ହେବାକୁ ଥିବା ବିଧାନସଭା ପ୍ରଶିକ୍ଷଣ ଶିବିରକୁ ବିଜୁ ଜନତା ଦଳ ପ୍ରତ୍ୟାଖ୍ୟାନ…

ଆର୍ଥ ଅବଜରଭେସନ୍ ସାଟେଲାଇଟ-୮ର ସଫଳ ଉତକ୍ଷେପଣ; ପୃଥିବୀ ଚାରିପଟେ ଘୁରି ପରିବେଶ ଉପରେ ରଖିବ ନଜର

ଇତିହାସ ରଚିଲା ଇସ୍ରୋ । ଆର୍ଥ ଅବଜରଭେସନ୍ ସାଟେଲାଇଟ୍ EOS-୦୮ର ସଫଳ ଉତକ୍ଷେପଣ । ଗ୍ଲୋବାଲ ନାବିଗେସନ୍ ସାଟେଲାଇଟ୍ ସିଷ୍ଟମ ଶ୍ରୀହରିକୋଟା ଶତୀଶ ଧଓ୍ୱନ ସ୍ପେଶ ସେଣ୍ଟରରୁ ଉତକ୍ଷେପଣ । ଇସ୍ରୋ ୧୬ ଅଗଷ୍ଟ ସକାଳ ୯ ଟା ୧୭ ସମୟରେ…

ବିଏମ୍‌ସି ଅଧିନକୁ ଆସିବ ଭୁବନେଶ୍ବର ଏମ୍ସ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପାୟୀଙ୍କ ଷଷ୍ଠ ପୂଣ୍ୟ ତିଥିରେ ଭୁବନେଶ୍ବର ଏମ୍ସ ପରିସରରେ ଥିବା ବାଜପାୟୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହି ଅବସରରେ ଏମ୍ସ ପାଇଁ…