Day: 8 July 2024

୩୦ ବର୍ଷ ପରେ ବୃତଙ୍ଗ ଜଳସେଚନ ପ୍ରକଳ୍ପକୁ ମିଳିଲା ଅନୁମୋଦନ

ନୟାଗଡ଼ ଜିଲ୍ଲାର ବହୁ ପ୍ରତିକ୍ଷିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ନେଇ ବାଟ ଫିଟିଲା। ପ୍ରକଳ୍ପ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅନୁମତି ଦେଇଛି। ୧୫୨୪ ହେକ୍ଟର ଜଙ୍ଗଲ ଜମିର ଅଣ ଜଙ୍ଗଲ ବ୍ୟବହାର ପାଇଁ ଅନୁମତି…

ଆତଙ୍କବାଦୀ ଆକ୍ରମଣରେ ୪ ଯବାନ ସହିଦ

ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ ସେନା ଉପରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୪ ଯବାନ ସହିଦ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ, କଠୁଆ ସହରଠାରୁ ୧୫୦…

ଖଣ୍ଡଗିରି ଓ ଉଦୟଗିରି ବୁଲି ଦେଖିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଭୁବନେଶ୍ବର ସ୍ଥିତ ଐତିହାସିକ ଖଣ୍ଡଗିରିରେ ଓ ଉଦୟଗିରି କୀର୍ତ୍ତିରାଜି ପାହାଡ଼ ପରିଦର୍ଶନ କରିଛନ୍ତି। ଉଦୟଗିରି ପାହାଡ଼ର ରାଣୀ ଗୁମ୍ଫା, ହାତୀ ଗୁମ୍ଫା, ଜମ୍ବେଶ୍ଵର ଗୁମ୍ଫା, ସର୍ପ ଗୁମ୍ଫା ଆଦି ବୁଲି ଦେଖିଛନ୍ତି। ଏହା ସହ ମହାମେଘବାହାନ…

ଦବିଲା ଭୁବନେଶ୍ବରରେ ଥିବା ଆଇଗିଣିଆ ଓଭରବ୍ରିଜ୍

ଭୁବନେଶ୍ବରରେ ଦବିଗଲା ଆଇଗିଣିଆ ଓଭରବ୍ରିଜ୍। ରାଜଧାନୀ ଡୁମୁଡୁମା ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଆଇଗିଣିଆ ଓଭରବ୍ରିଜ୍ ଦବିଯାଇଛି। ବିପଦ ସଙ୍କୁଳ ଅବସ୍ଥାରେ ବ୍ରିଜ ଥିବା ବେଳେ ଲୋକେ ଆତଙ୍କିତ ହୋଇଯାଇଛନ୍ତି । ଓଭରବ୍ରିଜରେ ଦବି ଯାଇଥିବା ଗାତରେ ଫସିଲାଯାଇଛି ମିନି…

ଜୁଲାଇ ୧୯ ଓ ୨୦ରେ ହେବ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ

ଶାସନକୁ ଆସିବା ପରେ ରାଜ୍ୟ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଜୁଲାଇ ୧୯ ଓ ୨୦ରେ ବସିବାକୁ ଯାଉଛି । ହେବାକୁ ଥିବା ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।…

ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲା: CBIକୁ ଷ୍ଟାଟସ୍ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନିଟ୍ ୟୁଜି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ସୋମବାର ସୁପ୍ରିମ୍‌ କୋର୍ଟରେ ଶୁଣାଣି ହୋଇଛି । ତଦନ୍ତର ଅଗ୍ରଗତି ନେଇ ସିବିଆଇକୁ ଷ୍ଟାଟସ୍ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହା ଛଡା ଜୁଲାଇ ୧୦ ତାରିଖ ସୁଦ୍ଧା ଏନଟିଏ, ସିବିଆଇ…

ବିଜେପି ଆଡ଼କୁ ଢଳୁଛନ୍ତି ପ୍ରଭାତ: ଦେବାଶିଷ

ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ସମ୍ପର୍କରେ ବଡ଼ ମନ୍ତବ୍ୟ ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ପ୍ରଭାତ ବିଶ୍ୱାଳ ବିଜେପି ଆଡ଼କୁ ଢଳୁଥିବା ଦେବାଶିଷ କହିଛନ୍ତି। ସିବିଆଇ ମାମଲାରୁ ବର୍ତ୍ତିବାକୁ ଶ୍ରୀ ବିଶ୍ୱାଳ ବିଜେପି ଆଡ଼କୁ ଢଳୁଥିବା ଲାଗୁଚି…

ଘୁମୁସରରେ ବାଘ ଆତଙ୍କ, ଲୋକେ ଭୟଭୀତ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଘୁମୁସରରେ ବାଘ ଆତଙ୍କ ଦେଖାଦେଇଛି। ଗାଁ ଗାଁ ବୁଲୁଛି ବାଘ। ଜନବସନ୍ତି ଆଡକୁ ମାଡିଆସି ଗୃହପାଳିତ ପଶୁଙ୍କୁ ଶିକାର କରୁଛି। ଗାଁ ଲୋକଙ୍କ କହିବା ଅନୁଯାୟୀ ଉତ୍ତର ବନଖଣ୍ଡ ଘୁମୁସରରେ ବୁଲୁଛି ମହାବଳ। ପ୍ରାୟ ୪ ମାସ…

ଶରଧାବାଲିରେ ତିନି ରଥ

ଦୁଇଦିନର ଯାତ୍ରା ପରେ ଶେଷରେ ଜନ୍ମସ୍ଥାନରେ ପହଞ୍ଚଞ୍ଚିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ୩ ରଥ। ବଡ଼ଦାଣ୍ଡର ଜନସମୁଦ୍ର ଦେଇ ପ୍ରତୀକ୍ଷିତ ଶରଧାବାଲିରେ ପହଞ୍ଚିଛି ତିନି ଠାକୁରଙ୍କ ତିନି ରଥ । ତେଣୁ ଜନ୍ମସ୍ଥାନରେ ଏବେ ଖୁସିର ମାହୋଲ…

ସରକାରୀ ଜମିରୁ ହଟିବ ବେଆଇନ ଦଖଲ, ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ସରକାରୀ ଜମିରୁ ବେଆଇନ ଦଖଲ ହାତେଇବାକୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେଉଁଠି ବେଆଇନ ଜବରଦଖଲ ଦେଖୁଛ…