ରାଜ୍ୟ କାଳିଆର ପହଣ୍ଡି ବିଜେ; ଝୁଲି ଝୁଲି ଆସୁଛନ୍ତି କଳାଠାକୁର July 7, 2024 Nirvay ଆରମ୍ଭ ହୋଇଛି କାଳିଆର ପହଣ୍ଡି ବିଜେ। ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ପଛରେ ଝୁଲି ଝୁଲି ଆସୁଛନ୍ତି କଳା ଠାକୁର । ମହାବାହୁ ଶ୍ରୀଜଗନ୍ନାଥଙ୍କୁ ଦେଖି ଭାବବିହ୍ୱଳ ହେଲେ ଭକ୍ତ। ରଥରେ ତିନି ଦିଅଁଙ୍କୁ ଦେଖିବାକୁ ଚାହିଁ ରହିଥାନ୍ତି ଭକ୍ତ। ଆଜି…
ରାଜ୍ୟ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ସମ୍ପନ୍ନ July 7, 2024 Nirvay ଚକ୍ରରାଜ ସୁଦର୍ଶନ ଓ ପ୍ରଭୁ ବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ସମ୍ପନ୍ନ ହୋଇଛି। ପଛରେ ଝୁଲି ଝୁଲି ଆସୁଛନ୍ତି ମହାବାହୁ ଶ୍ରୀଜଗନ୍ନାଥ। ଅପେକ୍ଷାରତ ଶ୍ରଦ୍ଧାଳୁ।
ରାଜ୍ୟ ରଥାରୂଢ଼ ପ୍ରଭୁ ବଳଭଦ୍ର July 7, 2024 Nirvay ଚକ୍ରରାଜ ସୁଦର୍ଶନଙ୍କ ପରେ ରଥାରୂଢ଼ ହେଲେ ପ୍ରଭୁ ବଳଭଦ୍ର। ଭାବବିହ୍ୱଳ ହୋଇଛନ୍ତି ଭକ୍ତ। ସବୁ ଅପେକ୍ଷାର ଅନ୍ତ ଘଟିଛି। ରଥଯାତ୍ରାରେ ସାମିଲ ହେବାର ସୌଭାଗ୍ୟ ପାଇ ଭକ୍ତ ଆଜି ଧନ୍ୟ।
ରାଜ୍ୟ ରଥକୁ ବିଜେ ହେଲେ ଚକ୍ରରାଜ ସୁଦର୍ଶନ July 7, 2024 Nirvay ଆଜି ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀଜିଉଙ୍କ ଅପେକ୍ଷାରେ ରଥ ଆଉ ଭକ୍ତ । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ ଅପେକ୍ଷା କରିଛି ତିନି ଠାକୁରଙ୍କୁ । ବଢୁଛି ଭକ୍ତଙ୍କ ଲାଗିଲାଣି ଗହଳି। ମହାପ୍ରଭୁଙ୍କୁ ଦର୍ଶନ କରିବେ ଶହ…
ରାଜ୍ୟ ପୁରୀ ଅଭିମୁଖେ ବାହାରିଲେ ରାଷ୍ଟ୍ରପତି July 7, 2024 Nirvay ପୁରୀ ଅଭିମୁଖେ ବାହାରିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ।ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟରରେ ଯାଇ ପୁରୀ ତାଳବଣିଆଠାରେ ହେଲିପ୍ୟାଡରେ ଅବତରଣ କରିବେ। ସେଠାରୁ ଯାଇ ବଡ଼ଦାଣ୍ଡରେ ପହଞ୍ଚିବେ। ଏଥିପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ରାଜ୍ୟ ଶ୍ରୀମନ୍ଦିରର ସିଂହଦ୍ବାର ଆଗରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ July 7, 2024 Nirvay ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିରର ସିଂହଦ୍ୱାର ଆଗରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ। ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦିକୁ ନବଦିନାତ୍ମକ ଯାତ୍ରା କରିବେ। ଭକ୍ତଜନଙ୍କୁ ଉଦ୍ଧାରିବା ପାଇଁ ରତ୍ନଦେବି ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ…