ରାଜ୍ୟ ପୋଲିସ ସହ ଗୁଳି ବିନିମୟ: ୫ ମାଓବାଦୀ ନିହତ July 2, 2024 Nirvay ଛତିଶଗଡ଼ ନାରାୟଣପୁରରେ ପୋଲିସ ସହ ଗୁଳି ବିନିମୟରେ ମଙ୍ଗଳବାର ୫ ମାଓବାଦୀ ନିହତ ହୋଇଛନ୍ତି । ଛତିଶଗଡ଼ ନାରାୟଣପୁର ଜିଲ୍ଲା ଅବୁଝମାଡର ଘାମାଣ୍ଡି ଏବଂ କୁରେଭାଇ ଗ୍ରାମ ମଧ୍ୟରେ ଛତିଶଗଡ଼ର ୪ ଜିଲ୍ଲାରୁ ୧୦୦ରୁ ଊର୍ଦ୍ଧ୍ୱ ଏସ୍ଟିଏଫ୍, ଡିଆର୍ଜି ଓ ସିଆର୍ପିଏଫ୍…
ତାଜା ଖବର ରାଜନୀତି ରାଜ୍ୟ ରାହୁଲଙ୍କ ପୋଷ୍ଟର ଉପରକୁ ଗୋବର ମାଡ଼: ବିଜେପି-କଂଗ୍ରେସ କର୍ମୀ ମୁହାଁମୁହିଁ July 2, 2024 Papirani ଦୁଇ ରାଜନୈତିକ ଦଳ ପାଇଁ ରଣକ୍ଷେତ୍ର ପାଲଟିଲା ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍ । ବିଜେପି କର୍ମୀଙ୍କ ରାହୁଲ ଗାନ୍ଧୀଙ୍କ ପୋଷ୍ଟର ଉପରକୁ ଗୋବର ମାଡ଼କୁ କେନ୍ଦ୍ର କରି ବିଜେପି-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ସ୍ଥିତି ଏପରି ହୋଇଯାଇଥିଲା ଯେ ଉଭୟ ଦଳର…
ତାଜା ଖବର ଦେଶ ଭୋଲେ ବାବା ସତ୍ସଙ୍ଗରେ ଦଳାଚକଟା: ମୃତ୍ୟୁ ସଂଖ୍ୟା ୧୦୭କୁ ବୃଦ୍ଧି July 2, 2024 Papirani ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାର ରତିଭାନପୁରରେ ମଙ୍ଗଳବାର ଦିନ ଭୋଲେ ବାବାଙ୍କ ସତ୍ସଙ୍ଗ ଉଦ୍ଯାପନୀ ସମାରୋହରରେ ଶ୍ରଦ୍ଧାଳୁଙ୍କ ଭୟଙ୍କର ଭିଡ଼ ହୋଇଥିବାରୁ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୧୦୭ କୁ ବୃଦ୍ଧି ପାଇଛି । ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିଛି। ମୃତକଙ୍କ ସଂଖ୍ୟା…
ତାଜା ଖବର ଦେଶ ରାଜନୀତି ସହଯୋଗୀଙ୍କ ରକ୍ତମାଂସ ଖାଇ ବଞ୍ଚିରହେ କଂଗ୍ରେସ: ପ୍ରଧାନମନ୍ତ୍ରୀ July 2, 2024 Papirani ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅବସରରେ ପ୍ରଧାନମନ୍ତ୍ରୀ ବକ୍ତବ୍ୟ ଦେବା ସହ ପ୍ରଥମ ଥର ସାଂସଦ ହୋଇ ଆସିଥିବା ସଦସ୍ୟଙ୍କୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ସଫଳତାର ସହ ନିର୍ବାଚନ କରାଇ ବିଶ୍ବକୁ ମାର୍ଗ ଦେଖାଇଛି…
ତାଜା ଖବର ଦେଶ ଭୋଲେ ବାବାଙ୍କ ସତ୍ସଙ୍ଗ ଉଦ୍ଯାପନୀ ସମାରୋହରେ ଦଳାଚକଟା: ୨୭ ମୃତ July 2, 2024 Papirani ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାର ରତିଭାନପୁରରେ ମଙ୍ଗଳବାର ଦିନ ଭୋଲେ ବାବାଙ୍କ ସତ୍ସଙ୍ଗ ଉଦ୍ଯାପନୀ ସମାରୋହରରେ ଶ୍ରଦ୍ଧାଳୁଙ୍କ ଭୟଙ୍କର ଭିଡ଼ ହୋଇଥିବାରୁ ଦଳାଚକଟାରେ ୨୭ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨୩ ଜଣ ମହିଳା ଓ ୩ ଜଣ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ମିଛ ପ୍ରଚାର କରୁଥିଲେ ପ୍ରଧାନମନ୍ତ୍ରୀ: ସୁଲତା ଦେଓ July 2, 2024 Papirani ରାଜ୍ୟସଭାରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ । ସଂସଦରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ପ୍ରଶ୍ନ ବଣରେ ବିଜେପିକୁ ଘାଇଲା କରିଛନ୍ତି ସୁଲତା, ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ସମୟରେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା…
ତାଜା ଖବର ରାଜନୀତି ରାଜ୍ୟ ପୂର୍ବ ସରକାର ବନ୍ଦ କରିଥିବା ସ୍କୁଲ ନେଇ ତର୍ଜମା ହେବ: ଗଣଶିକ୍ଷା ମନ୍ତ୍ରୀ July 2, 2024 Papirani ପୂର୍ବ ସରକାରଥିବା ବେଳେ ବନ୍ଦ ହୋଇଥିବା ସ୍କୁଲଗୁଡ଼ିକ ଖୋଲାଯିବ। ଏ ନେଇ ମଙ୍ଗଳବାର ଗଣଶିକ୍ଷା ବିଭାଗ ପକ୍ଷରୁ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠି ପିଲାଙ୍କୁ ପାଠ ପଢିବା ପାଇଁ ଦୂରକୁ ସ୍କୁଲ ଯିବାକୁ ପଡୁଛି, ଅନ୍ୟପକ୍ଷେ ସ୍ଥାନୀୟ ଲୋକଙ୍କର ଦାବି ଅଣଦେଖା…
ରାଜ୍ୟ ଆଦିତ୍ୟ ମହାପାତ୍ର ନବୀନଙ୍କ ବ୍ୟକ୍ତିଗତ ସଚିବ July 2, 2024 Nirvay ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ଆଦିତ୍ୟ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଥିଲେ ଆଦିତ୍ୟ। ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ଆଇଏଏସ୍ କାର୍ତ୍ତିକ ପାଣ୍ଡିଆନଙ୍କୁ ବ୍ୟକ୍ତିଗତ…
ରାଜ୍ୟ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ବିଜେପିର ସମାଲୋଚନା July 2, 2024 Nirvay ସଂସଦରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛି ବିଜେପି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସମାଲୋଚନା କରି କହିଛନ୍ତି କଂଗ୍ରେସ ଆତ୍ମସମୀକ୍ଷା କରୁ। କଂଗ୍ରେସ ଶିଷ୍ଟାଚାର ଭୁଲିଯାଇଛି ବୋଲି କହିଲେ ମନମୋହନ। ଆତ୍ମଗର୍ବ, ଅହଂକାର ପାଇଁ କଂଗ୍ରେସର ଅବସ୍ଥା…
ବ୍ୟବସାୟ ୩,୦୦୦ ଟଙ୍କାକୁ ବୃଦ୍ଧି କରାଯିବ ଭତ୍ତା July 2, 2024 Nirvay ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଭତ୍ତା ବୃଦ୍ଧି ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଗଣଶିକ୍ଷା ମନ୍ତ୍ରୀ ତଥା ସାମାଜିକ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି। ସେଥିପାଇଁ…