Day: 1 July 2024

ଚର୍ଚ୍ଚା ଘେରରେ କୁସୁମା ରଙ୍ଗଶାଳା

ପ୍ରଥମେ ଭୁବନେଶ୍ୱରରେ ପ୍ରଣବ ପ୍ରକାଶ ଦାସଙ୍କ ଆଲିସାନ ମହଲାକୁ ନେଇ ବିବାଦ ଉଠିଲା। ଏପର୍ଯ୍ୟନ୍ତ ବିବାଦ ଥମି ନାହିଁ। ଦ୍ୱିତୀୟ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି ଧର୍ମଶାଳାର ପରାଜିତ ବିଧାୟକ ପ୍ରଣବ ବଳବନ୍ତରାୟ। ‘ବଲେ ବଲେ’ ଢାବାରେ ବେଆଇନ ମଦ କାରବାର ସହ…

ରାତିସାରା ଖୋଲୁଥିବା ବାର,ପବ୍‌କୁ ଚେତାବନୀ

ରାତିସାରା ଖୋଲୁଥିବା ବାର, ପବ୍‌ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବନ୍ଦ ନହେଲେ ପ୍ରଥମ ଚଢ଼ାଉରେ ପଡ଼ିବ ଫାଇନ୍‌ । ବାରମ୍ବାର ଉଲ୍ଲଂଘନ କଲେ ପବ୍‌, ବାର୍‌ ଲାଇସେନ୍ସ ବାତିଲ କରାଯିବ । ତଦନ୍ତ କରି କାର୍ଯ୍ୟାନୁଷ୍ଠାନ…

ପ୍ରତିଶୃତି ରକ୍ଷା କରି ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ଛାଡ଼ କରୁ ବିଜେପି

ନିର୍ବାଚନୀ ଇସ୍ତାହାରର ପ୍ରତିଶୃତି ଅନୁଯାୟୀ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ଛାଡ଼ କରିବାକୁ ବିଜେପିକୁ ଅନୁରୋଧ କରିଛନ୍ତି ପ୍ରତାପ ଦେବ। ସେ କହିଛନ୍ତି ବିଜେଡି ୧୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ଛାଡ଼ ପାଇଁ ପ୍ରତିଶୃତି ଦେଇଥିବା ବେଳେ ବିଜେପି…

ନୂତନ ଆଶା ଆଣିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଆଜିଠୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନତା ଦରବାର ଆରମ୍ଭ। ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗ ଶୁଣାଣି ଲୋକଙ୍କ ମନରେ ଏକ ନୂତନ ଆଶା ସଞ୍ଚାର କରିଛି। ମାଳ ମାଳ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଜନତା। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନତାଙ୍କ…

ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍: ୮ ଜଣ ଗୁରୁତର

ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟରେ ଘଟିଛି ବଡ ଅଘଟଣ । ଆଜି ପୂର୍ବାହ୍ନ ପ୍ରାୟ ୧୦ଟା୧୫ରେ ଆରଏସ ପି ବ୍ଲାଷ୍ଟ ଫର୍ଣ୍ଣେସରେ ବିଷାକ୍ତ ଗ୍ୟାସ ଲିକ୍ ହୋଇଥିବାର ଖବର ମିଳିଛି। ଏହାଫଳରେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ୮ ଜଣ ଗୁରୁତରଙ୍କୁ ଆଇସିୟୁରେ…

ଦାୟିତ୍ୱ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନିକୁଞ୍ଜ ଧଳ

ବରିଷ୍ଠ ପ୍ରଶାସକ ନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ନୂଆ ନିଯୁକ୍ତି ମିଳିବା ପରେ ସେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସେ ବର୍ତ୍ତମାନ ଓଡ଼ିଶାର…

ଦାୟିତ୍ୱ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମନୋଜ ଆହୁଜା

ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ମନୋଜ ଆହୁଜା। ଦାୟିତ୍ୱ ନେବା ପରେ ସେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ମନୋଜ ଆହୁଜା କେନ୍ଦ୍ରୀୟ ଡେପୁଟେସନରେ ଥିଲେ। ସେ…

ଦିଲ୍ଲୀ ବିମାନବନ୍ଦର ସ୍ଥିତି ସମୀକ୍ଷା କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜି)ର ଟର୍ମିନାଲ ୧ (ଟି୧) ଛାତ ଭୁଶୁଡ଼ିବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରାପୁ ରାମ ମୋହନ ନାଇଡୁ ବିମାନବନ୍ଦର ଅପରେସନ୍ କଣ୍ଟ୍ରୋଲ୍ ସେଣ୍ଟର (ଏଓସିସି) ପରିଦର୍ଶନ କରି ବର୍ତ୍ତମାନର ସ୍ଥିତି ଅନୁଧ୍ୟାନ…

ବିଏମ୍‌ସି ଓ ବିଡିଏରେ ଅଭିଯୋଗର ଶୁଣାଣି ଆରମ୍ଭ

ବିଏମସି ଓ ବିଡିଏ ପକ୍ଷରୁ ଆଜିଠାରୁ ପୁଣି ଅଭିଯୋଗର ଶୁଣାଣି ଆରମ୍ଭ ହୋଇଛି। ନିର୍ବାଚନ ଆଚରଣବିଧି ହଟିବା ପରେ ଅଭିଯୋଗର ଶୁଣାଣି ଆରମ୍ଭ ହୋଇଛି । ପ୍ରତି ସୋମବାର ଦିନ ୧୧ଟାରୁ ୧ଟା ୩୦ ମଧ୍ୟରେ ଶୁଣାଣି ହେବ ବୋଲି ନିଷ୍ପତ୍ତି…

NEET UGର ସଂଶୋଧିତ ମେଧା ତାଲିକା ପ୍ରକାଶିତ

ପ୍ରକାଶ ପାଇଲା NEET-UG ୨୦୨୪ର ସଂଶୋଧିତ ମେଧା ତାଲିକା । ସମସ୍ତ ପିଲାଙ୍କ ରେଜଲ୍ଟକୁ ନେଇ ସଂଶୋଧିତ ମେଧା ତାଲିକା ପ୍ରକାଶ ପାଇଛି। NTA ପକ୍ଷରୁ ସଂଶୋଧିତ ମେଧା ତାଲିକା ନେଇ ସୂଚନା ଜାରି କରାଯାଇଛି। ଜୁନ ୨୩ରେ ରିଟେଷ୍ଟ ଦେଇଥିବା…