Month: June 2024

ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ହେଲେ କାମଚଳା ବାଚସ୍ପତି

ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ କାମଚଳା ବାଚସ୍ପତି ଭାବେ ରାଜ୍ଯପାଳ ନିଯୁକ୍ତି ଦେଲେ ରାଜ୍ୟପାଳ ରଘୁବର ଦାସ । ୧୮ ଓ ୧୯ରେ ଶପଥ ନେବେ ନୂଆ ବିଧାୟକ। ନୂଆ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାଚସ୍ପତି…

ଛାତ୍ର ରାଜନୀତିକୁ ସମାପ୍ତ କରିଥିଲା ବିଜେଡି; ନୂଆ ସରକାରଠୁ ରହିଛି ଆଶା

ଛାତ୍ର ଜୀବନରୁ ହିଁ ଭବିଷ୍ୟତ ଗଢ଼ିବାର ମୂଳଦୁଆ ପଡ଼ିଥାଏ। ସେହିପରି ଛାତ୍ର ଜୀବନରୁ ହିଁ ନେତୃତ୍ୱ ନେବାର କ୍ଷମତା ଓ ସେବା ମନୋବୃତ୍ତି ଭବିଷ୍ୟତରେ ଜଣେ ଭଲ ରାଜନେତା ଓ ସେବକ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ସେଥିପାଇଁ ଆରମ୍ଭରୁ ହିଁ…

ଜାଣନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରକୃତ ସୋସିଆଲ ମିଡିଆ ଆକାଉଣ୍ଟ କଣ

ମାଳମାଳ ଫେକ୍ ଆଇଡି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାମରେ ଥିବା ବେଳେ କେଉଁଟା ସଠିକ୍ ସୋସିଆଲ ମିଡିଆ ଆଇଡି ଏକ୍ସ, ଫେସବୁକ୍‌, ଇନଷ୍ଟାଗ୍ରାମରେ ମଧ୍ୟରେ ରହିଛି ତାକୁ ନେଇ ଦ୍ୱନ୍ଦ୍ୱ ଉଠିଥିଲା। ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ଅଧିକାଂଶ…

ଓଡ଼ିଶା ରୂପାନ୍ତରିତ ସ୍କୁଲରୁ ହଟିଲା ୫-ଟି

ରାଜ୍ୟରେ କ୍ଷମତାକୁ ଆସିବା ପରେ ୫ଟି ବନ୍ଦ କରିଛନ୍ତି ବିଜେପି ସରକାର। ସମସ୍ତ ରୂପାନ୍ତରିତ ହାଇସ୍କୁଲରୁ ଚାର୍ଟର ବୋର୍ଡ଼ ହଟାଇବାବୁ ଦିଆଯାଇଛି ନିର୍ଦେଶ । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଅନୁସାରେ ଓସେପା ଦ୍ୱାରା ଏକ ଅଧିସୂଚନା…

ଅତିଥି ଭବନକୁ ଅଧିକାରୀଙ୍କୁ ଡାକରା ଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ଅତିଥି ଭବନ ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ । ଅତିଥି ଭବନର ପ୍ରଥମ ମହଲା ଏବେ ସିଏମ୍‌ଙ୍କ ଅସ୍ଥାୟୀ କାର୍ଯ୍ୟାଳୟ । ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପରେ ଆଜି ରାଜ୍ୟ ଅତିଥି ଭବନରେ ସରକାରୀ ଅଧିକାରୀଙ୍କୁ ଡାକି ଆଲୋଚନା…

ପୋଷ୍ଟାଲ ନିଯୁକ୍ତି ଦୁର୍ନୀତି: ଓଡ଼ିଶାରେ ବଡ଼ ଧରଣର ସିବିଆଇ ରେଡ଼୍

ଓଡ଼ିଶା ଡାକ ବିଭାଗ ନିଯୁକ୍ତିରେ ବଡ଼ ଜାଲିଆତି ସାମ୍ନାକୁ ଆସିଛି। ଏନେଇ ସିବିଆଇ ଗୁରୁବାର ଦିନ ୬୭ରୁ ଅଧିକ ସ୍ଥାନରେ ରେଡ୍‌ କରିଥିବା ସୂଚନା ମିଳିଛି। ଏହି ରେଡ୍‌ରେ ସିବିଆଇର ୧୨୨ ଅଫିସରଙ୍କ ସହ ୨୦୪ ଅଫିସର ସାମିଲ ରହିଛନ୍ତି ।…

ସୁସ୍ଥ ନବୀନଙ୍କୁ ଅସୁସ୍ଥ କରି ରଖିଥିଲେ କି ଭିକେ ପାଣ୍ଡିଆନ ?

ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ପଛର କାରଣ ଆଉ ପାଣ୍ଡିଆନ ନୁହଁନ୍ତି ତ ? ସେ ନବୀନ ବାବୁଙ୍କ ଉପରେ ମାନସିକ ଚାପ ପକାଉନଥିଲେ ତ ? ପାଣ୍ଡିଆନ ତାଙ୍କୁ ଆଉ କୌଣସି ପ୍ରକାର ଔଷଧ ଦେଉନଥିଲେ ତ ? ଏଭଳି ଅନେକ…

ନବୀନ ନିବାସରୁ ଉଠିଗଲା ଅସ୍ଥାୟୀ ପୋଲିସ କ୍ୟାମ୍ପ

ଚଳିତବର୍ଷ ନିର୍ବାଚନରେ ବହୁମତ ପାଇ ଭାଜପା ସରକାର ଗଢ଼ିଛି। ବିଜେଡି ସରକାର କ୍ଷମତାରୁ ଯିବା ଏବଂ ନୂଆ ସରକାର ଶପଥ ନେବାର ଦିନକ ପରେ ବଦଳିଛି ନବୀନ ନିବାସର ଚିତ୍ର । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନବୀନ ନିବାସରେ ଥିବା ଅସ୍ଥାୟୀ ପୋଲିସ…

ସୁଆଣ୍ଡୋରେ ପହଞ୍ଚି ଉତ୍କଳମଣି ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

ଆଜି ପ୍ରତ୍ୟୁଷରେ ପୁରୀ ଶ୍ରୀମନ୍ଦିରଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମନ୍ତ୍ରୀ ମଣ୍ଡଳ ସଦସ୍ୟମାନଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ଶ୍ରୀମନ୍ଦିରର ଚାରି ଦ୍ୱାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବା ପରେ ପଣ୍ଡିତ ଗୋପବନ୍ଧୁଙ୍କ…

ଜୟ ଜଗନ୍ନାଥ! ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ପ୍ରତିବନ୍ଧକ ହଟିଲା

ସବୁ ପ୍ରତୀକ୍ଷାର ଘଟିଲା ଅନ୍ତ, ଯାହାକୁ ଏ ଆଖି ଦେଖିବାକୁ ଚାହୁଁଥିଲା, ଯାହାକୁ କୋଟି କୋଟି ଓଡ଼ିଆ ଅପେକ୍ଷା କରିଥିଲେ ସେଇ ମୁହୂର୍ତ୍ତ ଆସି ପହଞ୍ଚିଛି। ଖୋଲିଲା ଶ୍ରୀମନ୍ଦିର ୪ ଦ୍ୱାର। ଆଗରୁ ବନ୍ଧା ପଡ଼ିଥିଲା ଧାର୍ମିକ ବିଶ୍ବାସ। ଶ୍ରୀମନ୍ଦିର ୪…