Day: 3 June 2024

ଏକଜିଟ୍ ପୋଲ୍ ରିପୋର୍ଟ ପରେ ରେକର୍ଡ ସୃଷ୍ଟି କଲା ସେୟାର ମାର୍କେଟ

ନିର୍ବାଚନ ଫଳଫଳ ପୂର୍ବରୁ ହୋଇଥିବା ଏକଜିଟ ପୋଲ ଆକଳନ ପରେ ପରେ ରେକର୍ଡ ସୃଷ୍ଟି କରିଛି ସେୟାର ମାର୍କେଟ । ଆଜି ବଜାର ଖୋଲିବା ମାତ୍ରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୁଚକାଙ୍କ ସେନସେକ୍ସ ୨,୬୨୧.୯୮ ପଏଣ୍ଟ କିମ୍ବା ୩.୫୫ ପ୍ରତିଶତ ବୃଦ୍ଧି…

ଟୋଲ୍ ମୂଲ୍ୟ ପାଞ୍ଚ ପ୍ରତିଶତ ବୃଦ୍ଧି କଲା ଏନଏଚଏଆଇ

ଆଜିଠୁ ଜାତୀୟ ରାଜପଥରେ ଯାଉଥିବା ଡ୍ରାଇଭରମାନଙ୍କୁ ଟୋଲ୍ ଗେଟ୍ ରେ ଦେବାକୁ ପଡ଼ିବ ଅଧିକ ଦେୟ | ଜୁନ୍ ୩ ରୁ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ ଦେଶରେ ଟୋଲ୍ ହାରକୁ ହାରାହାରି ପାଞ୍ଚ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି…