20-maoists-killed-in--chhatisgarh encounter
ଛତିଶଡରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଛତିଶଗଡ଼ ସୁକମାରେ ସୁରକ୍ଷାବାହିନୀ-ମାଓବାଦୀ ଗୁଳିବିନିମୟ ଘଟଣାରେ ଏବେସୁଦ୍ଧା ୨୦ ମାଓବାଦୀଙ୍କ ମୃତଦେହ ଜବତ ହୋଇଥିବା ସୂଚନା ମିଳିଛି । ଗୁଳି ବିନିମୟରେ ୨ ଯବାନ ଆହତ ହୋଇଥିବା ଜଣାପଡିଛି ।
 
 ଜିଲ୍ଲା ରିଜର୍ଭ ଗାର୍ଡ (DRG) ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି ।
 
 ସୂଚନା ଅନୁଯାୟୀ ଛତିଶଗଡ଼ର ସୁକମା ଜିଲ୍ଲାର ଅପମ୍ପଲ୍ଲୀ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳି ବିନିମୟ ଚାଲିଛି ।
 
 
 

By Nirvay

Leave a Reply

Your email address will not be published. Required fields are marked *