କେରଳର ମାଲ୍ଲାପୁରମରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । କୂଅରୁ ଛେଳିକୁ ଉଦ୍ଧାର କରିବାକୁ ଯାଇ ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି । କୂଅ ପମ୍ପରୁ ବିଦ୍ୟୁତ ଆଘାତ ଲାଗି ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପାତ୍ରପୁର ଖାରିଆଗୁଡ଼ା ଗାଁର ବାସିନ୍ଦା । ଦୁହେଁ ଗାଁକୁ ଫେରିବା ପାଇଁ ୧୯ ତାରିଖ ପାଇଁ ଟ୍ରେନ୍ ଟିକେଟ କରିଥିଲେ । ଏହି ଅଭାବନୀୟ ଘଟଣା ଶୁଣି ଗାଁରେ ଶୋକର ଛାୟା ଖେଳି ଯାଇଛି । Post navigation Thunderstorms In Odisha: ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡଘଡି ସହ ବର୍ଷା ସମ୍ଭାବନା TMC Candidates List: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ପ୍ରାର୍ଥୀ ଦେଲା ଟିଏମସି