ମହାନଦୀରୁ ମିଳିଲା ପ୍ରାଚୀନ ମୂର୍ତ୍ତି । ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଲା ଶନିଦେବ ଓ ମହାବୀରଙ୍କ ମୂର୍ତ୍ତି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗାଁ ପାଖ ମହାନଦୀରୁ ଉଦ୍ଧାର ୪ ଫୁଟର ଶନିଦେବ ଓ ହନୁମାନଙ୍କ ମୂର୍ତ୍ତି ଉଦ୍ଧାର କରିଛନ୍ତି ଧୀବର। ମାଛ ମାରିବା ବେଳେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଥିଲା ଏହି ମୂର୍ତ୍ତି ।ମହାନଦୀରୁ ଉଦ୍ଧାର ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଏହି ମୂର୍ତ୍ତିକୁ ରଖାଯାଇଥିବା ସୂଚନା ମିଳିଛି । Post navigation ନୂଆବର୍ଷ ଉତ୍ସବ ପାଳିବେନି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାନୁଆରୀ ୫ ରେ ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ