ଗତ ୫ ବର୍ଷରେ ଓଡ଼ିଶାରୁ ୧୫୭ କେଜି ରତ୍ନପଥର ଉତ୍ତୋଳନ ହୋଇଛି । ଆଜି ବିଧାନସଭାର ଗୃହରେ କଳିକେଶ ସିଂଦେଓ ଖଣି ମନ୍ତ୍ରୀଙ୍କୁ ଓଡ଼ିଶାର ରତ୍ନ ଭଣ୍ଡାର ଉପରେ ପ୍ରଶ୍ନ କରିଛନ୍ତି । ତାଙ୍କ ପ୍ରଶ୍ନ ଓଡ଼ିଶାରେ କେତେ ରତ୍ନ ପଥର ଉତ୍ତୋଳନ ହୋଇଛି ଏବଂ ରାଜ୍ୟରେ ଏଭଳି ଖଣି ସଂଖ୍ୟା କେତେ ? ଏହାର ଉତ୍ତରରେ ଖଣି ମନ୍ତ୍ରୀ ବିଭୂତି ଜେନା କହିଛନ୍ତି ରାଜ୍ୟରେ ୩ଟି ରତ୍ନପଥର ଖଣି କାର୍ଯ୍ୟକ୍ଷମ ରହିଛି । ୮ଟି ରତ୍ନ ପଥର ଖଣି ଖୋଳିବାକୁ ଅନୁମତି ନଥିବାରୁ ଖୋଳା ଯାଇନି ।

Leave a Reply

Your email address will not be published. Required fields are marked *