109-ambulance-service-to-be-launched-soon in Odisha
ଖୁବ ଶୀଘ୍ର ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ୧୦୯ ଆମ୍ବୁଲାନ୍ସ ସେବା ।
 
ଯଦି କୌଣସି ବ୍ୟକ୍ତିଙ୍କର ହସ୍ପିଟାଲରେ ମୃତ୍ୟୁ ହୁଏ ତେବେ ତାଙ୍କୁ ହସ୍ପିଟାଲରୁ ୧୦୯ ଆମ୍ବୁଲାନ୍ସ ଯୋଗେ ଘରକୁ କିମ୍ବା ଶ୍ମଶାନକୁ ନିଆଯିବ ।
 
ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ । ହସ୍ପିଟାଲରେ ମୃତ୍ୟୁ ହେଲେ ନିଃଶୁଳ୍କରେ ଘରେ ପରିଜନଙ୍କ ମୃତଦେହ ପହଞ୍ଚିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ଫୋନ୍ କରିବାର ୨୦ରୁ ୩୦ମିନିଟ ମଧ୍ୟରେ ସେବା ମିଳିବ ।
 

By Nirvay

Leave a Reply

Your email address will not be published. Required fields are marked *