ନିର୍ବାଚନ ପାଇଁ ଜୋରଦାର ହେଲାଣି ପ୍ରଚାର । ନିଜ ଦଳ ପାଇଁ ପ୍ରଚାର କରିବାକୁ ଆଗେଇଲଣି ହେବିୱେଟ ନେତା। ଚଳିତବର୍ଷ ନିର୍ବାଚନ ପ୍ରଚାର କରିବା ପାଇଁ ଓଡ଼ିଶା ଆସୁଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଓଡ଼ିଶା ଆସି କେନ୍ଦ୍ରାପଡା ଲୋକସଭା ଓ ମାହାଙ୍ଗା ବିଧାନସଭା କ୍ଷେତ୍ରରେ ନିଜ ନିଜର ପ୍ରାର୍ଥୀଙ୍କ ପାଇଁ କହିବେ ପ୍ରଚାର । କେନ୍ଦ୍ରାପଡ଼ାରେ ଏକ ବିଶାଳ ଜନ ସମାବେଶରେ ଯୋଗଦେଇ ଲୋକସଭା ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଲାଗି ପ୍ରଚାର କରିବେ ବୋଲି ସୂଚନା  ।

ଯୋଗୀ ଆଦିତ୍ୟନାଥ ୨୩ କିମ୍ବା ୨୪ ତାରିଖରେ ଓଡ଼ିଶା ଆସିବାର ସୂଚନା ମିଳିଛି । ଏହା ଯୋଗୀଙ୍କ ଚଳିତ ବର୍ଷ ନିର୍ବାଚନର ପ୍ରଥମ ଗ୍ରସ୍ତ । ଆୟୋଜିତ ହେବ ବିଶାଳ ଜନସଭା ।

Leave a Reply

Your email address will not be published. Required fields are marked *