ଭୁବନେଶ୍ବରର ରସୁଲଗଡ଼ ଛକରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌କୁ ଅଟକାଇଲେ ମହିଳା । ହଠାତ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆଗକୁ ପଶି ଆସିଥିଲେ ମହିଳା। ମହିଳାଙ୍କ ଏହିଭଳି ହାଇଡ୍ରାମା ପାଇଁ କିଛି ସମୟ ଅଟକି ରହିଥିଲା କାର୍‌କେଡ୍‌ । ଘଟଣାସ୍ଥଳରୁ ମହିଳାଜଣକୁ ପୋଲିସ ଉଠାଇ ନେଲା ପରେ ମୁଖ୍ଯମନ୍ତ୍ରୀଙ୍କ କାରକେଡ ଆଗକୁ ଯାଇଥିଲା  । ମହିଳା ଜଣକ କିଏ ଏବଂ କାହିଁକି ଅଟକାଇଲେ, ସ୍ପଷ୍ଟ ଜଣାପଡ଼ିନି। ଏନେଇ ଘଟଣାକୁ ଅଧିକ ତଦନ୍ତ କରୁଛି ପୋଲିସ।

Leave a Reply

Your email address will not be published. Required fields are marked *