Waqf Amendment Act Comes Into Force 
ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି ୱାକଫ୍ ସଂଶୋଧନ ଅଧିନିୟମ । କେନ୍ଦ୍ର ସରକାର ଗେଜେଟ୍ ନୋଟିଫିକେସନ୍ ଜାରି କରି ୱାକଫ୍ ଅଧିନିୟମକୁ ପ୍ରଭାବୀ କରିଛନ୍ତି ।
 
ଗତ ସପ୍ତାହରେ ଏହି ବିଲ୍ ସଂସଦରୁ ପାରିତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୱାକଫ୍ ସଂଶୋଧନ ବିଲକୁ ମଞ୍ଜୁରି ଦେଇଥିଲେ ।
 
କହିରଖୁଛୁ ଯେ ଏପ୍ରିଲ୍ ୪ରେ ରାଜ୍ୟସଭାରେ ଏହି ଅଧିନିୟମ ୧୨୮- ୯୫ ଭୋଟରେ ପାରିତ ହୋଇଥିଲା ।
Waqf (Amendment) Act comes into force

By Nirvay

Leave a Reply

Your email address will not be published. Required fields are marked *