ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ମୁକୁନ୍ଦପ୍ରସାଦ ନିକଟ ଏକ ଘରୁ ବିପୁଳ ପରିମାଣର ମାଂସ ଜବତ ହୋଇଛି ପୋଲିସ । ଏହା କି ମାଂସ ଆଶଂକା ନେଇ ଉତ୍ତେଜନା ପ୍ରକାଶ ପାଇଛି। ଡିପ୍ ଫ୍ରିଜ ଭିତରେ ଏହି ମାଂସ କାହିଁକି ରଖାଯାଇଥିଲା, ଏହା କି ମାଂସ ନେଇ ପ୍ରଶ୍ନ ଉଠିଛି ।

ପୋଲିସ ଏହାକୁ ଜବତ କରି ପରୀକ୍ଷା ପାଇଁ ପଠାଇଛି। ଏହି ଘଟଣାରେ ଜଣଙ୍କୁ ପଚରା ଉଚୁରା କରାଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *