ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷଣା ପରେ କୁସ୍ତିରୁ ଅବସର ନେଇଛନ୍ତି ଭାରତୀୟ କୁସ୍ତିଯୋଦ୍ଧା ବିନେଶ ଫୋଗଟ। ଏ ନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ରେ କୋହଭରା ଟ୍ବିଟ୍ କରିଛନ୍ତି। ମା’ କୁସ୍ତି ମୋଠାରୁ ଜିତିଗଲା ମୁଁ ହାରିଗଲି। ମା’, ତୁମ ସ୍ବପ୍ନ ଓ ମୋ ସାହସ ଭାଙ୍ଗି ସାରିଛି ବୋଲି ଟ୍ୱିଟ କରି ଜଣାଇଛନ୍ତି । ଅଲିମ୍ପିକ୍ସ ୨୦୨୪ରେ ୩ଟି ମ୍ୟାଚ ଜିତି ଫାଇନାଲରେ ପହଂଚିଥିଲେ। ହେଲେ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷଣା କରାଗଲା। ଅଧୁରା ରହିଗଲା ଭାରତର ପଦକ ଆଶା। Post navigation ଓଡ଼ିଶାରେ ପୁଞ୍ଜି ବିନିଯୋଗ ପାଇଁ ଆମେରିକାକୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ ବିନେଶଙ୍କୁ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତାର ସମ୍ମାନ ଦେବ ହରିୟାଣା ସରକାର