ଚୀନ୍ ଉପରେ ୧୦୪% ଟାରିଫ୍ ଲଗାଇଲା ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ ଚୀନ୍ ଉପରେ ଘୋଷିତ ଚୀନ୍ ଆମଦାନୀ ଶୁଳ୍କରେ ଆହୁରି ୫୦% ଅତିରିକ୍ତ ଶୁଳ୍କ ଲଗାଇଛନ୍ତି । ପୂର୍ବରୁ ପାରସ୍ପରିକ ଶୁଳ୍କ ନୀତିରେ ଚୀନ ଉପରେ ଆମେରିକା ୩୪% ଟାରିଫ୍ ଲଗାଇଥିବା ବେଳେ, ଏହାର ଜବାବରେ ପାଲଟା ୩୪% ଟାରିଫ୍ ଆମେରିକା ଉପରେ ଲଗାଇଥିଲା ଚୀନ । ଯାହାର ଜବାବରେ ସୋମବାର ଦିନ ଚୀନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୋଲା ଧମକ ଦେଇଥିଲେ । ଆମେରିକା ବିଶ୍ୱର ୧୧୮ଟି ଦେଶ ଉପରେ ରେସିପ୍ରୋକାଲ ଟାରିଫ୍ ଲାଗୁ କରିଛି । Post navigation ବିଶ୍ବ ସେୟାର ବଜାରରେ ହାହାକର; ୧୦ ସେକେଣ୍ଡରେ ନିବେଶକ ହରାଇଲେ ୧୯ ଲକ୍ଷ କୋଟି ଆମେରିକା ଉତ୍ପାଦ ଉପରେ ୮୪ ପ୍ରତିଶତ ଶୁଳ୍କ ଲଗାଇଲା ଚୀନ