ନିଟ ବିବାଦ ନେଇ ପ୍ରେସମିଟ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯାଞ୍ଚ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହେବ ବୋଲି କହିଛନ୍ତି। କୌଣସି ବୁଝାମଣା ହେବ ନାହିଁ। ବିହାର ସରକାର ସହ ଆମେ ସମ୍ପର୍କରେ ଅଛୁ। ଖୁବଶୀଘ୍ର ବିସ୍ତୃତ ରିପୋର୍ଟ ସାମ୍ନାକୁ ଆସିବ। ଏହାପରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଛାତ୍ରଙ୍କ ଭବିଷ୍ୟତ ପାଇଁ ସରକାର ପ୍ରତିବଦ୍ଧ। ତେଣୁ କୌଣସି ଗୁଜବ ସୃଷ୍ଟି କରିବା ଠିକ ନୁହେଁ। Post navigation ବାରବାଟୀରେ ଖେଳାହେବ ଭାରତ-ଇଂଲଣ୍ଡ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ