କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରାଳୟ ଆଜି ବିଳମ୍ବିତ ରାତିରେ ନେଇଥିବା ନିଷ୍ପତ୍ତି ଅନୁଯାୟୀ UGC-NET ପରୀକ୍ଷା ରଦ୍ଦ କରିଛି । ପୁଣି ଥରେ ପରୀକ୍ଷା କରିବାକୁ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । କାଲି ବିଭିନ୍ନ ସହରରେ UGC-NET ପରୀକ୍ଷା ଆୟୋଜିତ ହୋଇଥିଲା । ପରୀକ୍ଷାର ସ୍ବଚ୍ଛତା ନେଇ ସନ୍ଦେହ ପରେ ପଦକ୍ଷେପ ନିଆଯାଇଛି । ତଦନ୍ତ ପାଇଁ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଛି । Post navigation ଧାନର ସର୍ବନିମ୍ନ ସହାୟକ ରାଶି ବଢ଼ାଇଲେ କେନ୍ଦ୍ର ସରକାର ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ସ୍ବୀକାର କଲେ ପରୀକ୍ଷାର୍ଥୀ