ଖୁବଶୀଘ୍ର ନନ୍ଦନକାଙ୍କ ଆସିବେ ନୂଆ ଅତିଥି । ନନ୍ଦନକାନନକୁ ୨ ଜିରାଫ ଆସିବେ। ପୂର୍ବରୁ ନନ୍ଦନକାନନରେ ଗୋଟିଏ ଜିରାଫ ଥିଲା । ଜିରାଫ ଆଣିବା ନେଇ ବନ୍ୟପ୍ରାଣୀ ପିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ତେବେ ଚଳିତ ମାସ ଶେଷ ସୁଦ୍ଧା ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୨ ଜିରାଫ ଆସିବେ । ଆନିମଲ ଏକ୍ସଚେଞ୍ଜ ପ୍ରୋଗ୍ରାମରେ ଆଲିପୁର ଚିଡ଼ିଆଖାନାରୁ ଅଣାଯିବ ବୋଲି କହିଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ। ଅନ୍ୟପକ୍ଷରେ ୫ ମହାବଳ ବାଘ ମଧ୍ୟ ଆସିବେ। ଡେବ୍ରିଗଡ଼ ଅଭୟାରଣ୍ୟରେ ୩ ଓ ଶିମିଳିପାଳରେ ୨ ବାଘ ଛଡ଼ାଯିବ।

Leave a Reply

Your email address will not be published. Required fields are marked *