ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିିପୋର୍ଟ ଅନୁସାରେ ଆଜି ରାଜ୍ୟର ୧୧ଟି ସହରର ତାପମାତ୍ରା ୩୭ ଡିଗ୍ରୀ ଟପିଛି । ଟିଟିଲାଗଡ଼ରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮.୫ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୩୮.୨, ବଲାଙ୍ଗିର ୩୮, ସୋନପୁର ଓ ଅନୁଗୁଳ ୩୭.୭ -ସମ୍ବଲପୁର ୩୭.୬, ସୁନ୍ଦରଗଡ଼ ୩୭.୫, ଭବାନୀପାଟଣା ୩୭.୨ -ହୀରାକୁଦ ୩୭.୧, ବୌଦ୍ଧ ଓ ବାରିପଦା ତାପମାତ୍ରା ୩୭ ଡିଗ୍ରୀ ଥିଲା । ସେହିପରି ରାଜଧାନୀ ଭୁବନେଶ୍ୱର ସମେତ କଟକ ସହରର ତାପମାତ୍ରା ୩୪.୨ ଡିଗ୍ରି ରେକର୍ଡ କରାଯାଇଛି । Post navigation ଉଦଳାରେ ୩୭୫ କୋଟିର ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ରାସନ କାର୍ଡ କଟିବା ନେଇ ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ