ନନ୍ଦନକାନନକୁ ଆସିଛି ନୂଆ ଅତିଥି। ନନ୍ଦନକାନନରେ ବାଘୁଣୀର ପ୍ରସବ । କାଲି ରାତିରେ ନନ୍ଦନକାନନରେ ଶାବକକୁ ଜନ୍ମ ଦେଲା ଧଳା ବାଘୁଣୀ ମୌସୁମୀ। ଏହା ପୂର୍ବରୁ ବାଘୁଣୀ ମୌସୁମୀର ୩ଟି ଶାବକ ଥିବା ସୂଚନା ମିଳିଛି । ଉଭୟ ମା’ ଓ ଶାବକମାନଙ୍କୁ ସିସିଟିଭି ସର୍ଭିଲାନ୍ସରେ ରଖାଯାଇଛି। ଏପର୍ଯ୍ୟନ୍ତ ଶାବକଟିର ଲିଙ୍ଗ ନିରୂପଣ କରାଯାଇନାହିଁ । ୨୦୧୬ରେ ମନୀଷ ଓ ସ୍ନେହାଠାରୁ ଜନ୍ମ ନେଇଥିଲା ବାଘୁଣୀ ମୌସୁମୀ ।

Leave a Reply

Your email address will not be published. Required fields are marked *