ଆମ ଓଡ଼ିଶା ନବୀନ ଓଡ଼ିଶାରେ ମିଳିଥିବା ଅନୁଦାନର ଖୋଳତାଡ଼ ହେବ। ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷ ଅନୁଦାନର ଖୋଳତାଡ଼ କରିବେ ସରକାର। ଭଗବାନଙ୍କ ଭରସାରେ ଯୋଜନା ଚାଲିଥିଲା ବୋଲି କହିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । କିଛି ଯୋଜନା ନଥିଲା, ଜେଇମାନଙ୍କ ନାଁରେ କାର୍ଯ୍ୟାଦେଶ ଆସୁଥିଲା। କିଏ କରୁଛି, କେତେ କାମ ହୋଇଛି ସେ ବିଷୟରେ ବିଭାଗୀୟ ସଚିବ କିଛି ଜାଣୁ ନଥିଲେ। ବିଭାଗରେ ହୋଇଥିବା ଅନିୟମିତତାର ଖୋଳତାଡ଼ ହେବ।

Leave a Reply

Your email address will not be published. Required fields are marked *