ଗୋ-ସୁରକ୍ଷା ନେଇ ବିଧାନସଭାରେ ଆଗତ ହେଲା ବିଲ୍ । ପ୍ରାଇଭେଟ୍ ବିଲ୍ ମାଧ୍ୟମରେ ଗୃହରେ ଆଗତ ହେଲା ଓଡ଼ିଶା ଗୋହତ୍ୟା ନିଷେଧ ଓ ଗୋ-ସଂରକ୍ଷଣ ବିଲ୍ । ଆଗତ ବିଲ୍କୁ ଆଲୋଚନା ପାଇଁ ଗ୍ରହଣ କରିଛନ୍ତି ବାଚସ୍ପତି । ଗୋହତ୍ୟା ଓ ଗୋଚାଲାଣ ରୋକା ଯାଇ ବୃଦ୍ଧି ହେବ ଗୋ ବଂଶ । ଯେଉଁମାନେ ଗୋ ଚାଲାଣ କରିଛନ୍ତି ସେମାନଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । Post navigation ପରୀକ୍ଷାରେ ଗଫଲତି ରୋକିବାକୁ ସରକାର ଆଣିଲେ ନୂଆ ବିଲ୍; ଧରାପଡ଼ିଲେ କୋଟିଏ ଏଏସଓ ଚାକିରି ବିକ୍ରି ପ୍ରସଙ୍ଗରେ ଦେଇଥିବା ବିବୃତ୍ତି ପାଇଁ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ: ବିଜେଡି