ଭାଙ୍ଗିବନି ଯାଜପୁର ଜିଲ୍ଲା ଧର୍ମଶାଳାର ବିବାଦୀୟ ବଲ୍ଲେ ବଲ୍ଲେ ଢାବା । ସରକାରୀ ଅର୍ଥରେ ନିର୍ମାଣ ହୋଇଥିବାରୁ ଢାବା ଭଙ୍ଗାଯିବନି ବଲ୍ଲେ ବଲ୍ଲେ ଢାବା । ଏ ସମ୍ପର୍କରେ ସୂଚନା ଦେଲେ ଧର୍ମଶାଳା ବିଡିଓ । କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ରଖିନଥିଲେ ବି ସୂଚନା ଦେଇଛନ୍ତି ବିଡିଓ ।

Leave a Reply

Your email address will not be published. Required fields are marked *