Tankadhar Tripathy new President of Odisha Football Association
ଫୁଟବଲ୍‍ ଆସୋସିଏସନ ଅଫ୍‍ ଓଡ଼ିଶା ବା ଓଡ଼ିଶା ଫୁଟବଲ ସଂଘ (FAO) ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ
 
ଜଣେ ମାତ୍ର ପ୍ରାର୍ଥୀ ହୋଇଥିବାରୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ତ୍ରିପାଠୀ । ଏନେଇ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି ଓଡ଼ିଶା ଫୁଟ୍‌ବଲ୍‌ ସଂଘ ।
 
ସୂଚନା ଯୋଗ୍ୟ ଯେ ପୂର୍ବତନ ଓଡ଼ିଶା ଫୁଟବଲ ସଂଘ ସଭାପତି ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଦେହାନ୍ତ ପରେ ଏହି ପଦବି ଖାଲି ପଡ଼ିଥିଲା ।

By Nirvay

Leave a Reply

Your email address will not be published. Required fields are marked *