Tag: Youtuber

Shubhankar Mishra Controversy: ଶ୍ରୀମନ୍ଦିର ପ୍ରସଙ୍ଗରେ ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରଙ୍କ ଟିପ୍ପଣୀକୁ ନେଇ ଚର୍ଚ୍ଚା

ଶ୍ରୀମନ୍ଦିର ପ୍ରସଙ୍ଗରେ ଜଣାଶୁଣା ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବିବାହ ପୂର୍ବରୁ ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଲେ ସେମାନଙ୍କ ପ୍ରେମ କେବେବି ସଫଳ…

ଡୁଡୁମା ଜଳପ୍ରପାତରେ ଭାସିଗଲେ ୟୁଟ୍ୟୁବର

ଡୁଡୁମା ଜଳପ୍ରପାତରେ ଅଘଟଣ । କୋରାପୁଟର ଲମତାପୁଟ ବ୍ଲକ୍‌ ମାଛକୁଣ୍ଡ ଜଳପ୍ରପାତ ବୁଲିବାକୁ ଆସିଥିବା ଜଣେ ୟୁଟ୍ୟୁବର୍‌ ଭାସି ଯାଇଛନ୍ତି। ନିଖୋଜ ୟୁଟ୍ୟୁବର୍‌ ବ୍ରହ୍ମପୁର ଅଞ୍ଚଳର ସାଗର ଟୁଡୁ ବୟସ ୨୨ ବୋଲି ସୂଚନା ମିଳିଛି। ନିଜ ଚ୍ୟାନେଲ୍‌ ନିମନ୍ତେ ଡ୍ରୋନ୍‌…

ପାକିସ୍ତାନକୁ ଗୁପ୍ତ ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ମହିଳା ୟୁଟ୍ୟୁବର ଗିରଫ

ପାକିସ୍ତାନକୁ ଗୁପ୍ତ ଭାରତୀୟ ସାମରିକ ସୂଚନା ପଠାଇବା ଅଭିଯୋଗରେ ହରିୟାଣାର ଲୋକପ୍ରିୟ ମହିଳା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ଗିରଫ କରାଯାଇଛି । ପାକିସ୍ତାନୀ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବେଦନଶୀଳ ସୂଚନା ପ୍ରଦାନ କରିବା ଅଭିଯୋଗରେ ଟ୍ରାଭେଲ ବ୍ଲଗର ଜ୍ୟୋତିଙ୍କ ସମେତ ଛଅ ଜଣ ଭାରତୀୟ…

ମହିଳାଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେବା ପଡିଲା ମହଙ୍ଗା; ଗିରଫ ହେଲେ ୟୁଟ୍ୟୁବର ଉମାଶଙ୍କର ପାଣିଗ୍ରାହୀ

ଳସୋସିଆଲ ମିଡିଆରେ ମହିଳାଙ୍କୁ ଅଶାଳୀନ ମନ୍ତବ୍ୟ ସହ ଦୂବ୍ୟବହାର କରିବା ୟୁଟ୍ୟୁବରଙ୍କୁ ପଡ଼ିଲା ମହଙ୍ଗା । ପୁଣି ଗିରଫ ହେଲେ ୟୁଟ୍ୟୁବର ଶଙ୍କର ଓମ୍‌ ସରଣ ଓରଫ ଉମାଶଙ୍କର ପାଣିଗ୍ରାହୀ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବାଲେଶ୍ବର ଜିଲ୍ଲା ସିମୂଳିଆ ଥାନା…

ମହିଳାଙ୍କୁ ବ୍ଲାକମେଲ ଅଭିଯୋଗରେ ୟୁଟ୍ୟୁବର ଗିରଫ

ମହିଳାଙ୍କୁ ବ୍ଲାକମେଲ ଅଭିଯୋଗରେ ୟୁଟ୍ୟୁବର ଚନ୍ଦନ କର ଗିରଫ କରାଯାଇଛି। ଭୁବନେଶ୍ବର ମହିଳା ଥାନା ପୁଲିସ ୟୁଟ୍ୟୁବର ଚନ୍ଦନ କରଙ୍କୁ ଗିରଫ କରିଛି। ଅନ୍ତରଙ୍ଗ ଭିଡିଓକୁ ମହିଳାଙ୍କ ସ୍ୱାମୀଙ୍କୁ ଦେଖାଇବେ କହି ବ୍ଲାକମେଲ୍ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ସୂଚନା ।…