Tag: Womens protest

Women Protest Against Illicit Alcohol: ନବରଙ୍ଗପୁରରେ ମଦ ବିରୋଧ; ରାଜରାସ୍ତାରେ ଗର୍ଜିଲେ ହଜାର ହଜାର ମହିଳା

ନବରଙ୍ଗପୁର ଜିଲ୍ଲାରେ ବେଆଇନ ମଦ ବିକ୍ରି ଏବଂ ଏହାର କୁପ୍ରଭାବ ବିରୋଧରେ ହଜାର ହଜାର ମହିଳା ରାଜରାସ୍ତାକୁ ଓହ୍ଲାଇଛନ୍ତି। ଜିଲ୍ଲା ନାରୀ ମହାସଂଘର ଆହ୍ୱାନକ୍ରମେ ଗ୍ରାମାଞ୍ଚଳ ଓ ପଞ୍ଚାୟତରୁ ଆସିଥିବା ହଜାର ହଜାର ଆଦିବାସୀ ତଥା ସାଧାରଣ ମହିଳା ଏକାଠି ହୋଇ…