ତାଜା ଖବର ରାଜ୍ୟ ନନ୍ଦନକାନନରେ ଧଳା ବାଘ ଶାବକର ମୃତ୍ୟୁ June 2, 2025 Papirani ନନ୍ଦନକାନନରେ ଧଳା ବାଘ ଶାବକର ମୃତ୍ୟୁ। ସେ ଗତ ମାର୍ଚ୍ଚରୁ ଅସୁସ୍ଥ ଥିବାବେଳେ ଆଜି ଆଖି ବୁଜିଛି । ଜନ୍ମ ହେବାର ମାତ୍ର ସାତ ମାସ ପରେ ଧଳା ବାଘ ଶାବକର ମୃତ୍ୟୁ ହୋଇଥିବା ଜଣାପଡିଛି । ଗତବର୍ଷ ନଭେମ୍ବର ୨ରେ…