ତାଜା ଖବର ଦେଶ ଇସ୍ତଫା ଦେବେ କି ମମତା ବାନାର୍ଜୀ ! September 12, 2024 Nirvay କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ-ହତ୍ୟା ଘଟଣାରେ ଆନ୍ଦୋଳନ ଏବେ ବି ଜାରି ରହିଛି। ଜୁନିୟର ଡାକ୍ତରମାନେ ମମତା ବାନାର୍ଜୀ ସରକାରକୁ ବିରୋଧ କରୁଥିବା ବେଳେ ବିବାଦ ଲାଗି ରହିଛି। ଜୁନିୟର ଡାକ୍ତର ନ୍ୟାୟ ଦାବିରେ ଧର୍ମଘଟରେ ବସିଛନ୍ତି। ତେବେ ଧର୍ମଘଟ ବନ୍ଦ…
ଦେଶ ରାଜନୀତି ରାଜ୍ୟ ସନ୍ଦୀପ ଘୋଷଙ୍କ ଆଗତ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ September 6, 2024 Papirani କୋଲକାତା ଆର.ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଆଗତ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନରେ କୁହାଯାଇଛି ତଦନ୍ତକୁ ବିରୋଧ କରୁନାହିଁ। ଦୁର୍ନୀତି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା…
ତାଜା ଖବର ଦେଶ ସିବିଆଇ ପରେ ସନ୍ଦୀପ ଘୋଷଙ୍କ ଘରେ ଇଡି ଚଢ଼ଉ September 6, 2024 Nirvay ସିବିଆଇ ପରେ ଏବେ ସନ୍ଦୀପ ଘୋଷଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ଉ କରିଛି। ମନି ଲଣ୍ଡ୍ରିଂ ମାମଲାରେ ସନ୍ଦୀପ ଘୋଷଙ୍କ ଘରେ ଇଡି ଚଢ଼ଉ କରିଛି। କିଛିଦିନ ତଳେ ଅର୍ଥନୈତିକ ଦୁର୍ନୀତି ମାମଲାରେ ସନ୍ଦୀପଙ୍କୁ ସିବିଆଇ ଗିରଫ କରିଥିଲା। ଆରଜି…
ତାଜା ଖବର ଦେଶ କୋଲକାତା ଲଜ୍ଜା; ସନ୍ଦୀପ ଘୋଷଙ୍କୁ ଗିରଫ କଲା ସିବିଆଇ September 2, 2024 Nirvay ଦୁର୍ନୀତି ମାମଲାରେ କୋଲକାତା ଆରଜି କର ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି ସିବିଆଇ। ଗିରଫ କରି ନିଜାମ ପ୍ୟାଲେସସ୍ଥିତ କାର୍ଯ୍ୟାଳୟକୁ ନେଲା ସିବିଆଇ। ଅଭୟା ଦୁଷ୍କର୍ମ ମାମଲାକୁ ନେଇ ଚର୍ଚ୍ଚାରେ ରହିଛି ଆର୍ଜି କର ହସ୍ପିଟାଲ୍। ପ୍ରକାଶ…
ତାଜା ଖବର ଦେଶ କୋଲକାତା ଲଜ୍ଜା: ସନ୍ଦୀପ ଘୋଷଙ୍କୁ ସସ୍ପେଣ୍ଡ କଲା ଆଇଏମଏ August 28, 2024 Nirvay କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ତଦନ୍ତ ବେଳେ ଆରଜି କର ମେଡିକାଲ କଲେଜରେ ହୋଇଥିବା ଅର୍ଥନୈତିକ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଥିଲା। ଏହି ଘଟଣାରେ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ନିଲମ୍ବିତ…
ତାଜା ଖବର ଦେଶ ୧୨ ଘଣ୍ଟିଆ ପଶ୍ଚମିବଙ୍ଗ ବନ୍ଦ August 28, 2024 Nirvay କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ କରାଯାଇଛି। ମମତାଙ୍କ ଇସ୍ତଫା ଦାବିରେ ଛାତ୍ରଛାତ୍ରୀ ନବାନ୍ନ ଘେରିଥିଲେ। ନବାନ୍ନ ଅଭିଯାନ ବେଳେ ପୋଲିସର ଆକ୍ସନକୁ ବିରୋଧ। ଛାତ୍ରଛାତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ…
ତାଜା ଖବର ଦେଶ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ-ହତ୍ୟା ଘଟଣା; ଭିଡିଓ ଦେଖାଇ ପ୍ରଶ୍ନ କଲା ବିଜେପି August 26, 2024 Nirvay କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଭିଡିଓ ଦେଖାଇ ପ୍ରଶ୍ନ ପଚାରିଛି ବିଜେପି। ବିଜେପି ଆଇଟି ବିଭାଗ କୋ-ଇନ୍ଚାର୍ଜ ଅମିତ ମାଲବ୍ୟଙ୍କ ଭିଡିଓ ଟ୍ୱିଟ ସାମ୍ନାକୁ ଆସିଛି। ମୃତଦେହ ମିଳିଥିବା ସେମିନାର ହଲ୍ରେ ଭିଡକୁ ଦେଖି ପ୍ରଶ୍ନ କଲେ…
ତାଜା ଖବର ଦେଶ କୋଲକାତା ଲଜ୍ଜା; ଅଭିଯୁକ୍ତ ସଞ୍ଜୟର ପଲିଗ୍ରାଫ ଟେଷ୍ଟ ଆରମ୍ଭ August 25, 2024 Nirvay କୋଲକାତା ଆରଜି ମେଡିକାଲ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ସଞ୍ଜୟ ରୟର ପଲିଗ୍ରାଫ ଟେଷ୍ଟ ଆରମ୍ଭ ହୋଇଛି। କୋଲକାତାର ପ୍ରେସିଡେନ୍ସି ଜେଲରେ ଚାଲିଛି ପଲିଗ୍ରାଫ ଟେଷ୍ଟ। ସିବିଆଇର CSFL ଟିମ୍ ପଲିଗ୍ରାଫ୍ ଟେଷ୍ଟ ସଞ୍ଜୟର କରୁଛି। ଏହି…
ତାଜା ଖବର ଦେଶ ସିବିଆଇ ସ୍କାନରରେ ସନ୍ଦୀପ ଘୋଷ August 25, 2024 Nirvay କୋଲକାତା ଆରଜି କର ମେଡିକାଲ କଲେଜ ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଘାଣ୍ଟୁଛି ସିବିଆଇ। ସେହି ଘଟଣାର ତଦନ୍ତ ବେଳେ ଆର୍ଥିକ ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି। ଏବେ ସିବିଆଇ ସ୍କାନରରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର…
ତାଜା ଖବର ଦେଶ ରାଜ୍ୟ କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦ; ରାଜ୍ୟବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ August 16, 2024 Nirvay କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ରାଜ୍ୟବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି। ଫଳରେ ରୋଗୀ ସେବା ପ୍ରଭାବିତ ହୋଇଛି। ଭୁବନେଶ୍ବର ଏମ୍ସ,ଏସସିବି, ଭୀମସାର ଓ ଏମକେସିଜିରେ ଆନ୍ଦୋଳନ ଜାରି ରହିଛି। ଜରୁରୀକାଳୀନ ଚିକିତ୍ସାକୁ ଛାଡ଼ି ଅନ୍ୟ ସମସ୍ତ…