ତାଜା ଖବର ରାଜ୍ୟ ରାଜ୍ୟରେ ଜାରି ରହିଛି ଅଦିନିଆ ବର୍ଷା; ୩ ଘଣ୍ଟା ପାଇଁ ଟ୍ବିନ୍ସିଟି ସହ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ December 25, 2024 Papirani ଆଜି ସକାଳୁ ସକାଳୁ ସାରା ରାଜ୍ୟରେ କୋହଲା ପାଗ ସହ ହାଲୁକା ବର୍ଷା ଲାଗି ରହିଛି । ଅଦିନିଆ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏଥିମଧ୍ୟରେ ୩ ଘଣ୍ଟା ବର୍ଷା ନେଇ ସତର୍କ ରହିବାକୁ ପରାମର୍ଶ । ଟ୍ବିନ୍ସିଟି…
ତାଜା ଖବର ରାଜ୍ୟ ଆଜିଠୁ ରାଜ୍ୟରେ ବର୍ଷା ସମ୍ଭାବନା December 20, 2024 Papirani ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏହି ସମୟରେ ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୨ ତାରିଖ ଯାଏଁ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି…
ତାଜା ଖବର ରାଜ୍ୟ ଆସନ୍ତା ୪ ଦିନ ବର୍ଷାରେ ଭିଜିବ ଓଡ଼ିଶା ! December 18, 2024 Papirani ରାଜ୍ୟରେ ଶୀତର ଲହରୀ ଜରିରହିଥିବ ବେଳେ ଏବେ ଆସୁଛି ଲଘୁଚାପ ବର୍ଷା। ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୧ ତାରିଖ…
ରାଜ୍ୟ ରାଜ୍ୟରେ ଖସୁଛି ପାରଦ ବଢୁଛି ଥଣ୍ଡା; ଘନ କୁହୁଡ଼ି ପାଇଁ ସତର୍କ ଜାରି December 13, 2024 Papirani ବିଳମ୍ବରେ ହେଲେ ବି ରାଜ୍ୟରେ ଶୀତ ପ୍ରକୋପ ଧୀରେ ଧୀରେ ବଢୁଛି । ମେଘୁଆ ପାଗ ଅପସରି ଯିବା ପରେ ରାଜ୍ୟକୁ ଲେଉଟିଛି ଶୀତ। ଦୁଇଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସକାଳୁ ସକାଳୁ ଘନ କୁହୁଡ଼ି ଲାଗି ରହିଥିବା ବେଳେ…
ତାଜା ଖବର ରାଜ୍ୟ ସକାଳୁ ସକାଳୁ ବିଭିନ୍ନ ଜିଲ୍ଲାରେ କୋହଲା ପାଗ ସହ ହୋଇଛି ଝିପିଝିପି ବର୍ଷା December 10, 2024 Papirani ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ପଶ୍ଚିମାଝଡ ପ୍ରଭାବରେ ଉପକୂଳ ଓଡିଶାରେ ବଦଳିଛି ପାଗ । ଏହାସହ ଆସନ୍ତା ୫ଦିନ ଯାଏ ରାଜ୍ୟରେ ପାଗ କୋହଲା ରହିବ…
ତାଜା ଖବର ରାଜ୍ୟ ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ କୋହଲା ପାଗ; ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା November 29, 2024 Papirani ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ପବନ ସହ ବର୍ଷା ଓ କୋହଲା ପାଗ ଦେଖିବାକୁ ମିଳିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳରେ ହେବାକୁ ଥିବା ବାତ୍ୟା…
ତାଜା ଖବର ରାଜ୍ୟ ଆସୁଛି ଆଉ ଏକ ଲଘୁଚାପ; ପୁଣି ବର୍ଷାରେ ଭିଜିବ ସାରା ରାଜ୍ୟ November 19, 2024 Papirani ପୁଣି ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ । ଆସନ୍ତା ୨୧ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । କ୍ରମେ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଆସନ୍ତା ୨୩ ସୁଦ୍ଧା ଲଘୁଚାପରେ ପରିଣତ ହେବ ।…
ତାଜା ଖବର ରାଜ୍ୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର; ୨୪ ଘଣ୍ଟାରେ ବର୍ଷା ସମ୍ଭାବନା November 11, 2024 Papirani ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଏହା ପ୍ରଭାବରେ ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସହ କିଛି ଜାଗାରେ ହାଲୁକା ବର୍ଷା ସମ୍ଭାବନାର ସମ୍ଭାବନା ରହିଛି। ଉପକୂଳ ସମେତ ଓ ମୟୂରଭଂଜ, କେନ୍ଦୁଝରରେ ହାଲୁକା ବର୍ଷା…
ତାଜା ଖବର ରାଜ୍ୟ ସକାଳୁ ସକାଳୁ କଟକ ଓ ଭୁବନେଶ୍ୱରରେ ଅଦିନିଆ ବର୍ଷା November 1, 2024 Papirani ଭୁବନେଶ୍ବର ଓ କଟକରେ ପ୍ରବଳ ବର୍ଷା । ଆଜି ସକାଳୁ ସକାଳୁ ଟ୍ୱିନ ସିଟିରେ ଅଦିନିଆ ବର୍ଷା ସମେତ ବିଜୁଳି , ଘଡଘଡି ହୋଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି…
ତାଜା ଖବର ରାଜ୍ୟ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ରହିବ ପ୍ରବଳ ବର୍ଷାର ପ୍ରଭାବ: ମନୋରମା ମହାନ୍ତି October 20, 2024 Papirani କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଶନିବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆସନ୍ତା ୨୧ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଆସନ୍ତା ୨୩ ତାରିଖ…