ତାଜା ଖବର ରାଜ୍ୟ ସପ୍ତାହେ ପରେ ଫେରିଲେ ଅପହୃତ ୱାର୍ଡମେମ୍ବର October 9, 2025 Papirani ଫେରିଲେ ଅପହୃତ ୱାର୍ଡମେମ୍ବର। ଯାଜପୁର ବିଞ୍ଝାରପୁର ରଣପୁର ପଞ୍ଚାୟତ ୩ ନଂ ୱାର୍ଡର ୱାର୍ଡସଭ୍ୟ ଧନେଶ୍ୱର ସେଠୀ ଫେରିଛନ୍ତି । ସପ୍ତାହେ ପରେ ତାଙ୍କୁ ଅପହରଣକାରୀମାନେ ଛାଡ଼ି ଦେଇଥିବା ସୁଚନା ମିଳିଛି । ଅପହରଣକାରୀମାନେ ତାଙ୍କୁ ଛାଡ଼ି ଦେଇଥିବା ସୂଚନା ଦେଇଛନ୍ତି…