Tag: vinesh phogat

ଭିନେଶ ଓ ବଜରଙ୍ଗଙ୍କ ଇସ୍ତଫା ଗ୍ରହଣ କଲା ରେଲୱେ

ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ରେଲୱେ ସୋମବାର କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆଙ୍କ ଇସ୍ତଫା ଗ୍ରହଣ କରିଛି। ଭାରତୀୟ ରେଲୱେ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଖେଳାଳିଙ୍କୁ ଆଜି କିମ୍ବା ଯଥାଶୀଘ୍ର ସେମାନଙ୍କ ଦାୟିତ୍ୱରୁ ମୁକ୍ତ…

ହାତ ଧରିଲେ କୁସ୍ତିଯୋଦ୍ଧା ବିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ

ରାଜନୀତିରେ ପାଦ ଦେଲେ ଭାରତୀୟ କୁସ୍ତି ଖେଳାଳି ବିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ । ଆଜି ଉଭୟ କଂଗ୍ରେସରେ ଯୋଗ ଦେଇଛନ୍ତି। ବିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟି କଂଗ୍ରେରେ ସାମିଲ ହୋଇଛନ୍ତି।…

ବିନେଶଙ୍କ ଆବେଦନ ଖାରଜ; ଅଧୁରା ରହିଲା ରୌପ୍ୟ ପଦକ ସ୍ବପ୍ନ

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଫାଇନାଲରୁ ଅଯୋଗ୍ୟ ଘୋଷଣା ପରେ ଭାରତୀୟ କୁସ୍ତିଯୋଦ୍ଧା ବିନେଶ ଫୋଗଟ ରୌପ୍ୟ ପଦକ ପାଇଁ ଶୁଣାଣି ହେବାର ଥିଲା। ଅଧୁରା ରହିଲା ବିନେଶ ଫୋଗଟଙ୍କ ରୌପ୍ୟ ପଦକ ସ୍ବପ୍ନ। ଶେଷ ପ୍ରୟାସ ଓ ଆଶା ମଧ୍ୟ ବ୍ୟର୍ଥ…

ବିନେଶ ଫୋଗାଟଙ୍କ ଅପିଲ ଉପରେ ନିଷ୍ପତ୍ତି ଅଗଷ୍ଟ ୧୩ରେ

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟ ୫୦ କିଲୋଗ୍ରାମ ମହିଳା ଫ୍ରିଷ୍ଟାଇଲ ରେସଲିଂର ଫାଇନାଲ ପୂର୍ବରୁ ମାତ୍ର ୧୦୦ ଗ୍ରାମ ଓଜନ ବୃଦ୍ଧି ଯୋଗୁଁ ଡିସ୍‌କ୍ୱାଲିଫାଏଡ୍‌ ହୋଇଥିଲେ। ଡିସ୍‌କ୍ୱାଲିଫାଏଡ୍‌ ହେବାରୁ ଯୁଗ୍ମ ରୌପ୍ୟ ପଦକ ପାଇଁ…

କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ମିଳିପାରେ ପଦକ; ଚୁଡାନ୍ତ ନିଷ୍ପତ୍ତିକୁ ଅପେକ୍ଷା

ପ୍ୟାରିସ୍‌ ଅଲିମ୍ପିକ୍ସର ୫୦ କିଲୋଗ୍ରାମ ଓଜନ ବର୍ଗର ମହିଳା କୁସ୍ତି ଫାଇନାଲରେ ପ୍ରବେଶ କରିବା ପରେ ମଧ୍ୟ ନିଜର ଓଜନ ପାଇଁ ଡିସ୍‌କ୍ୱାଲିଫାଏଡ୍‌ ହେବାରୁ ଯୁଗ୍ମ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ ଭାରତର କୁସ୍ତିଯୋଦ୍ଧା ବିନେଶ ଫୋଗାଟ । କୋର୍ଟ…

ବିନେଶଙ୍କୁ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତାର ସମ୍ମାନ ଦେବ ହରିୟାଣା ସରକାର

ବିନେଶ ଫୋଗଟ୍‌ଙ୍କୁ ପଦକ ବିଜେତାର ସମ୍ମାନ ଦେବାକୁ ଘୋଷଣା କରାଯାଇଛି । ଏ ନେଇ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନି। ବିନେଶଙ୍କୁ ସମସ୍ତ ସମ୍ମାନ, ପୁରସ୍କାର, ସୁବିଧା ପ୍ରଦାନ କରାଯିବ। ଅଲିମ୍ପିକ୍ସ…

ବିନେଶଙ୍କ ଡିସକ୍ୱାଲିଫାଏଡ୍ ଘଟଣା: ପ୍ରତିକ୍ରିୟା ରଖିଲେ ଆଇଓଏର ମୁଖ୍ୟ ପି.ଟି ଉଷା

ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ)ର ସଭାପତି ପି.ଟି ଉଷା ଆଜି ପ୍ୟାରିସ୍ ଅଲିମ୍ପିକ୍ସରେ ୫୦ କିଲୋଗ୍ରାମ ଇଭେଣ୍ଟ ଫାଇନାଲରୁ ଭିନେଶ ଫୋଗାଟଙ୍କ ଡିସକ୍ୱାଲିଫାଏଡ୍ କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଏହା ଏକ ଚକିତ ଏବଂ ନିରାଶ ଜନକ…

ଭାରତର କୁସ୍ତିଯୋଦ୍ଧା ବିନେଶ ଫୋଗଟ ଅସୁସ୍ଥ; ହସ୍ପିଟାଲରେ ଭର୍ତ୍ତି 

ପ୍ୟାରିସ ଅଲିମ୍ପିକ୍ସରେ ଭାରତର କୁସ୍ତିଯୋଦ୍ଧା ବିନେଶ ଫୋଗଟଙ୍କୁ ଧାର୍ଯ୍ୟ ସୀମାଠାରୁ ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ହେଇଥିବାରୁ ତାଙ୍କୁ ଆଜି ଫାଇନାଲ ମ୍ୟାଚ ପୂର୍ବରୁ ଅଯୋଗ୍ୟ ଘୋଷଣା କରାଯାଇଛି। ଏହାପରେ ସେ ମୁଣ୍ଡ ବୁଲାଇବା ସହ ଚେତାଶୂନ୍ୟ ହୋଇପଡ଼ିବାରୁ ହସ୍ପିଟାଲରେ…