Tag: Utsav Charan Das

Utsav Charan Das Passed Away: ଘୋଡ଼ା ନାଚ ସମ୍ରାଟ ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ପରଲୋକ

ପରଲୋକରେ ଘୋଡ଼ା ନାଚ ସମ୍ରାଟ ପଦ୍ମଶ୍ରୀ ଉତ୍ସବ ଚରଣ ଦାସ। ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। କଟକର ଚୌଦ୍ୱାର ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସକାଳ ୫ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି…