ତାଜା ଖବର ବିଶ୍ୱ ଇରାନ୍ ଉପରେ ବଡ଼ ଆଟାକ୍; ୩ଟି ପରମାଣୁ ଘାଟି ଉପରେ ବୋମାମାଡ଼ କଲା ଆମେରିକା June 22, 2025 Papirani ଇରାନର ୩ଟି ପରମାଣୁ ଘାଟି ଉପରେ ବୋମାମାଡ଼ କଲା ଆମେରିକା । ଗତ ୧୩ ତାରିଖରେ ଆରମ୍ଭ ହୋଇଥିବା ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଉତ୍ତେଜନାରେ ଆମେରିକା ପ୍ରବେଶ କରିଛି। ଆମେରିକା ଇରାନର ପରମାଣୁ ସ୍ଥାନ ଉପରେ ବୋମା ପକାଇଛି। ଇରାନର…