Tag: upasana mohapatra

Upasna Mohapatra Targets BJD: ବିଜଦରେ ତିନି ମାଙ୍କଡ କିଏ ?

ତିନି ମାଙ୍କଡ କଥା ଉଠିଲେ ସମସ୍ତେ ଗାନ୍ଧିଜୀଙ୍କ ତିନି ମାଙ୍କଡ କଥା ମନେପକାଇବେ ଏବଂ ଉଲ୍ଲେଖ କରିବେ । ଗୋଟିଏ ମାଙ୍କଡ ଆଖି ବନ୍ଦ କରିଛି, ଦ୍ବିତୀୟ ମାଙ୍କଡ ପାଟି ଏବଂ ତୃତୀୟ ମାଙ୍କଡ କାନରେ ଦେଇଛି ହାତ । ଗାନ୍ଧୀଙ୍କ…

Upasana Mohapatra targets BJD: ଉପାସନାଙ୍କ ବିଜେଡିକୁ ୩ ମାଙ୍କଡ଼ ଉପାଖ୍ୟାନ

ଗାନ୍ଧିଜୀଙ୍କ ୩ଟି ମାଙ୍କଡ଼ ଉପାଖ୍ୟାନ କଥା ଉଠାଇ ବିଜେଡିକୁ ନିଶାନା କଲେ ବିଜେପି ବିଧାୟିକା ଉପାସନା ମହାପାତ୍ର। ଉପାସନା କହିଛନ୍ତି, ଗାନ୍ଧିଜୀଙ୍କ ତିନୋଟି ମାଙ୍କଡ ଥିଲେ। ସେମାନେ ଖରାପ ଦେଖୁ ନଥିଲେ, କହୁ ନଥିଲେ, ଖରାପ ଶୁଣୁ ନଥିଲେ। କିନ୍ତୁ ବିଜେଡ଼ି…

Tension In Brahmagiri: ବ୍ରହ୍ମଗିରି ବିକାଶରେ ବାଧକ ସାଜିବା ସହ ଅଶାନ୍ତ କରୁଛନ୍ତି ପଳାୟନପନ୍ଥି ନେତା: ଉପାସନା ମହାପାତ୍ର

ବ୍ରହ୍ମଗିରି କୁସୁବେଣ୍ଟି-ହରିଦାସ ମୌଜା ବିବାଦକୁ ନେଇ ତେଜିଲା ରାଜନୀତି । ଆଜି ସାମ୍ୱାଦିକ ସମ୍ମିଳନୀରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର କହିଛନ୍ତି ଅପାରଗ ବିଧାୟକ ଓ ଅପାରଗ ସରକାର କାମ କରିବାରେ ବିଫଳ ହୋଇଥିଲେ ସଞ୍ଜୟ ଦାସବର୍ମା। ବ୍ରହ୍ମଗିରିର ଉନ୍ନତି ମୂଳକ…

ସାତପଡ଼ା-ଜହ୍ନିକୁଦା ବ୍ରିଜ ପାଇଁ ତତ୍ପରତା ଦେଖାଇଲେ ସମ୍ବିତ ପାତ୍ର ଓ ଉପାସନା ମହାପାତ୍ର

ଖୁବଶୀଘ୍ର ପୂରଣ ହେବ ସାତପଡ଼ା – ଜହ୍ନିକୁଦା ବାସୀଙ୍କ ସ୍ବପ୍ନ । ନିର୍ମାଣ ହେବାକୁ ଯାଉଛି ସିଗ୍ନେଚର୍ ବ୍ରିଜ । ଲୋକଙ୍କ ଯାତାୟାତ ଅସୁବିଧାକୁ ନଜରରେ ରଖି ଏହାର ସମାଧାନ ପାଇଁ ପ୍ରୟାସ ଜାରି ରଖିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର…

ଓଡ଼ିଶାରେ ସର୍ବକନିଷ୍ଠ ବିଧାୟିକା ହେଲେ ଉପାସନା ମହାପାତ୍ର

ଚଳିତବର୍ଷ ବିଧାନସଭା ନିର୍ବାଚନରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ବିଜୟ ହୋଇଛନ୍ତି ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଓ ୧୮୧୭ ମସିହାରେ ପାଇକ ବିଦ୍ରୋହର ନେତୃତ୍ବ ନେଇଥିବା ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ଅଣ ନାତୁଣୀ ଉପାସନା ମହାପାତ୍ର । ବିଧାନସଭା ଆସନରେ…

ଉପାସନାଙ୍କ ଅସ୍ତ୍ର ହେଉଛି ‘ବାପାର ଝିଅ’

ବ୍ରହ୍ମଗିରିରୁ ବିଶ୍ୱଭୂଷଣ ମିଶ୍ର ମା’ ବାଲିହରଚଣ୍ଡିଙ୍କୁ ଦର୍ଶନ କରି ଫେରୁଥିଲା ବେଳେ ବାଟରେ ଅତିକ୍ରମ କଲା ଦିବଙ୍ଗତ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ଝିଅ ଉପାସନା ମହାପାତ୍ର (ତାନିଆ)ଙ୍କ ଗାଡ଼ି । ତାନିଆଙ୍କୁ ଭାରତୀୟ ଜନତା ପାର୍ଟି ତାଙ୍କ ଦାଦା…