ତାଜା ଖବର ରାଜନୀତି Keir Starmer Resigns: ଇସ୍ତଫା ଦେଲେ ୟୁକେ ପ୍ରଧାନମନ୍ତ୍ରୀ କୈର୍ ଷ୍ଟାର୍ମର June 22, 2026 Papirani ବ୍ରିଟେନ୍ରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୟୁକେ ପ୍ରଧାନମନ୍ତ୍ରୀ କୈର୍ ଷ୍ଟାର୍ମର । ଶାସକ ଲେବର ପାର୍ଟିରେ ବିଦ୍ରୋହ ପାଇଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କୈର୍ ଷ୍ଟାର୍ମର । ତେବେ ଷ୍ଟାର୍ମରଙ୍କ ଇସ୍ତଫା ପରେ ବ୍ରିଟେନ୍ରେ ରାଜନୈତିକ…